ବଢ଼ିଲା କନ୍ଦଳ: ପିସିସି ସଭାପତିଙ୍କ ଇସ୍ତଫା ଦାବି

ଭୁବନେଶ୍ୱର,୨୭ା୬: ସାଧାରଣ ନିର୍ବାଚନରେ ପରାଜୟ ପରେ ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ବଢ଼ିଚାଲଛି। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ପିସିସି ସଭାପତି ଇସ୍ତଫା ଦେଇ ଦେବା ଉଚିତ ବୋଲି କହିଛନ୍ତି। ଦଳର ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତି ଇସ୍ତଫା ଦେଇଦେବା କଥା। ସେ ନିଜେ ଶୋଚନୀୟ ଭାବେ ହାରିଛନ୍ତି ଏବଂ ଦଳ ମଧ୍ୟ ହାରିଛି। ସେ ଇସ୍ତଫା ଦେଇଛନ୍ତି କି ନାହିଁ ଜାଣିନି, ଦେଇଥିଲେ ଭଲ କଥା’ ବୋଲି ପଞ୍ଚାନନ କହିଛନ୍ତି। […] The post ବଢ଼ିଲା କନ୍ଦଳ: ପିସିସି ସଭାପତିଙ୍କ ଇସ୍ତଫା ଦାବି appeared first on Dharitri Odia News.

ବଢ଼ିଲା କନ୍ଦଳ: ପିସିସି ସଭାପତିଙ୍କ ଇସ୍ତଫା ଦାବି

ଭୁବନେଶ୍ୱର,୨୭ା୬: ସାଧାରଣ ନିର୍ବାଚନରେ ପରାଜୟ ପରେ ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ବଢ଼ିଚାଲଛି। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ପିସିସି ସଭାପତି ଇସ୍ତଫା ଦେଇ ଦେବା ଉଚିତ ବୋଲି କହିଛନ୍ତି। ଦଳର ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତି ଇସ୍ତଫା ଦେଇଦେବା କଥା। ସେ ନିଜେ ଶୋଚନୀୟ ଭାବେ ହାରିଛନ୍ତି ଏବଂ ଦଳ ମଧ୍ୟ ହାରିଛି। ସେ ଇସ୍ତଫା ଦେଇଛନ୍ତି କି ନାହିଁ ଜାଣିନି, ଦେଇଥିଲେ ଭଲ କଥା’ ବୋଲି ପଞ୍ଚାନନ କହିଛନ୍ତି। ସେହିପରି ପଞ୍ଚାନନଙ୍କ କଥାରେ ସ୍ବର ମିଳାଇଛନ୍ତି ବରିଷ୍ଠ ନେତା ଜୟଦେବ ଜେନା। ସେ କହିଛନ୍ତି, ମୁଁ ପିସିସି ସଭାପତି ଥିବା ବେଳେ ଇସ୍ତଫା ଦେଇଥିଲି। ଦଳ ହାରିଯିବାରୁ ଇସ୍ତଫା ଦେଇଥିଲି ବୋଲି ଜୟଦେବ କହିଛନ୍ତି।

The post ବଢ଼ିଲା କନ୍ଦଳ: ପିସିସି ସଭାପତିଙ୍କ ଇସ୍ତଫା ଦାବି appeared first on Dharitri Odia News.