ବଢ଼ୁଛି ମହିଳାଙ୍କ ତମାଖୁ ଅଭ୍ୟାସ

ବଢ଼ୁଛି_ମହିଳାଙ୍କ_ତମାଖୁ_ଅଭ୍ୟାସ ବିଡି, ସିଗାରେଟ୍, ଗୁଟ୍ଖା। କାହାକୁ କର୍କଟ ରୋଗୀ ବନାଇ ବାକ୍-ଶୂନ୍ୟ କରିଦେଉଛି ତ, ଆଉ କାହାର ସଂସାରକୁ ଉଜାଡ଼ି ଦେଉଛି। ତମାଖୁ ସେବନ ଯୋଗୁଁ ପ୍ରତିବର୍ଷ ଦେଶରେ ଚାଲିଯାଉଛି ୧୩ ଲକ୍ଷରୁ ଅଧିକ ଜୀବନ। ଉଦବେଗର କଥା ହେଉଛି ଆମ ରାଜ୍ୟରେ ତମାଖୁ ବିକ୍ରିରେ ପ୍ରତିବନ୍ଧକ ସତ୍ତ୍ବେ ମହିଳାଙ୍କ ଦ୍ବାରା ତମାଖୁ ସେବନ ବଢ଼ିଚାଲିଛି।

ବଢ଼ୁଛି ମହିଳାଙ୍କ ତମାଖୁ ଅଭ୍ୟାସ
Array