ବଢିବ କି ଖରାଛୁଟି! ଗଣଶିକ୍ଷା ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୦।୬: ପ୍ରବଳ ଖରାକୁ ଦେଖି କିଛି ସ୍କୁଲ ଖୋଲିଥିଲେ ମଧ୍ୟ କିଛି ସ୍କୁଲ ଆଜି ଯାଏଁ ବନ୍ଦ ରହିଛି। ତେବେ ଖରାଛୁଟି ବଢିବ କି ନାହିଁ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି, ସ୍କୁଲ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ଦେଖି ସ୍କୁଲ ଖୋଲିବା ବା ବନ୍ଦ ନିଷ୍ପତ୍ତି ନେବାକୁ କୁହାଯାଇଛି। ଜୁନ ୨୦ ଅର୍ଥାତ୍‌ ଆଜି ଯାଏଁ ଏ ନିଷ୍ପତ୍ତି ବଳବତ୍ତର ରହିଛି। ସ୍କୁଲ କେମିତି […] The post ବଢିବ କି ଖରାଛୁଟି! ଗଣଶିକ୍ଷା ମନ୍ତ୍ରୀ କହିଲେ… appeared first on Dharitri Odia News.

ବଢିବ କି ଖରାଛୁଟି! ଗଣଶିକ୍ଷା ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୦।୬: ପ୍ରବଳ ଖରାକୁ ଦେଖି କିଛି ସ୍କୁଲ ଖୋଲିଥିଲେ ମଧ୍ୟ କିଛି ସ୍କୁଲ ଆଜି ଯାଏଁ ବନ୍ଦ ରହିଛି। ତେବେ ଖରାଛୁଟି ବଢିବ କି ନାହିଁ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ସେ କହିଛନ୍ତି, ସ୍କୁଲ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ଦେଖି ସ୍କୁଲ ଖୋଲିବା ବା ବନ୍ଦ ନିଷ୍ପତ୍ତି ନେବାକୁ କୁହାଯାଇଛି। ଜୁନ ୨୦ ଅର୍ଥାତ୍‌ ଆଜି ଯାଏଁ ଏ ନିଷ୍ପତ୍ତି ବଳବତ୍ତର ରହିଛି। ସ୍କୁଲ କେମିତି ଖୋଲିବ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଆଜି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

The post ବଢିବ କି ଖରାଛୁଟି! ଗଣଶିକ୍ଷା ମନ୍ତ୍ରୀ କହିଲେ… appeared first on Dharitri Odia News.