ବଦଳିବ ବାଲେଶ୍ୱର ରେଳ ଷ୍ଟେସନର ନେମ ପ୍ଲେଟ୍‌

ପରିବର୍ତ୍ତନ ହେବ ବାଲେଶ୍ୱର ରେଳ ଷ୍ଟେସନର ନେମ ପ୍ଲେଟ୍। ଏଣିକି ଇଂରାଜୀରେ ବାଲାଶୋର ପରିବର୍ତ୍ତେ ବାଲେଶ୍ୱର ଲେଖିଯିବ। ବାଲେଶ୍ୱର ରେଳ ଷ୍ଟେସନ ତଦାରଖ ବେଳେ ଡିଆରଏମଙ୍କୁ ଫଳକ ପରିବର୍ତ୍ତନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ।

ଇରେଜ ଶାଶନ ଅମଳରୁ ଏହି ଷ୍ଟେସନର ନାମ ବାଲାଶୋର ରହିଥିଲା ଯାହାକୁ ପରିବର୍ତ୍ତନ କରିବା ଲାଗି ରେଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ରେଳଯାତ୍ରୀଙ୍କ ସୁବିଧା ଲାଗି ଯେଉଁ ଫୁଟ ଓଭରବ୍ରିଜ୍ ନିର୍ମାଣ ଲାଗି ଦାବି ହୋଇଛି। ତାହା ଛଅମାସ ମଧ୍ୟରେ ପୁରଣ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ନିଜ ଗସ୍ତ ବେଲେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଦାନ କରିଥିଲେ। ଶେଷରେ AIIMS satellite hospital ପରିଦର୍ଶନ କରିଥିଲେ।