ବଦଳିଲା ଏହିସବୁ ଯୋଜନାର ନାଁ

ନନ୍ଦିଘୋଷ ବ୍ୟୁରୋ: ଯୋଜନାର ନାଁ ବଦଳେଇଛନ୍ତି ସରକାର । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି... The post ବଦଳିଲା ଏହିସବୁ ଯୋଜନାର ନାଁ appeared first on .

ବଦଳିଲା ଏହିସବୁ ଯୋଜନାର ନାଁ

ନନ୍ଦିଘୋଷ ବ୍ୟୁରୋ: ଯୋଜନାର ନାଁ ବଦଳେଇଛନ୍ତି ସରକାର । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ବହୁ ଜନହିତକର ଯୋଜନାର ନାମକୁ ପରିବର୍ତ୍ତନ କରିବା ସହ ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି ମୋହନ ସରକାର ।

ବଦଳିଗଲା ବିଏସକେୱାଇ ନାଁ

ନାଁ ବଦଳି ହେଲା ଗୋପବନ୍ଧୁ ଜନଆରୋଗ୍ଯ ଯୋଜନା

ଗୋପବନ୍ଧୁ ଜନଆରୋଗ୍ଯ ଯୋଜନା ପାଇଁ ୫୪୫୦ କୋଟି

ଲାଗୁହେଲା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ଯ ଯୋଜନା

ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ଯ ଯୋଜନା ପାଇଁ ୫୦୦ କୋଟି

ବଦଳିଗଲା କାଳିଆ ଯୋଜନାର ନାଁ

କାଳିଆ ହେଲା ସିଏମ କିଷାନ

ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି

ସମୃଦ୍ଧ କୃଷକ ଯୋଜନାରେ ୫୦୦୦ କୋଟି

ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି

ବଦଳିଲା ମୋ ସ୍କୁଲ ଯୋଜନାର ନାଁ

ନାଁ ବଦଳି ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ

ନୂଆ ଯୋଜନା ପାଇଁ ୩୨୨ କୋଟି ଟଙ୍କା

ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ ବଦଳିଲା

ନାଁ ବଦଳି ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା

ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବ୍ଯୟବରାଦ

ବଦଳିଲା ମିଲେଟ ମିଶନର ନାଁ

ମିଲେଟ ମିଶନ ଯୋଜନାର ନାଁ ବଦଳି ହେଲା ଶ୍ରୀଅନ୍ନ

The post ବଦଳିଲା ଏହିସବୁ ଯୋଜନାର ନାଁ appeared first on .