ବଦଳିଲା କ୍ରୀଡା ପୁରସ୍କାର ନାଁ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୨୦।୭: ବଦଳିଲା କ୍ରୀଡା ପୁରସ୍କାର ନାଁ। ହଟିଲା ବିଜୁ ପଟ୍ଟନାୟକଙ୍କ ନାମ। କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ପୁରସ୍କାର ସମ୍ମାନ। ପୂର୍ବରୁ ତାହା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଥିଲା। କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। The post ବଦଳିଲା କ୍ରୀଡା ପୁରସ୍କାର ନାଁ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା appeared first on Dharitri Odia News.
ଭୁବନେଶ୍ୱର,୨୦।୭: ବଦଳିଲା କ୍ରୀଡା ପୁରସ୍କାର ନାଁ। ହଟିଲା ବିଜୁ ପଟ୍ଟନାୟକଙ୍କ ନାମ। କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ପୁରସ୍କାର ସମ୍ମାନ। ପୂର୍ବରୁ ତାହା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଥିଲା। କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।
The post ବଦଳିଲା କ୍ରୀଡା ପୁରସ୍କାର ନାଁ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା appeared first on Dharitri Odia News.