ବଦଳିଲା ମା’ମାଣିକେଶ୍ୱରୀ ମନ୍ଦିର ଦର୍ଶନ ସମୟ
ଭବାନୀପାଟଣା,୨୪ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ମା’ମାଣିକେଶ୍ୱରୀ ମନ୍ଦିର ଦର୍ଶନ ସମୟ ଶନିବାରଠାରୁ ବଦଳିଛି। ମନ୍ଦିର ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୪ଟାରୁ ସା ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ନିମନ୍ତେ ଖୋଲା ରହିବ। ମଙ୍ଗଳବାର ଓ ଶନିବାରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ସପ୍ତାହର ସବୁଦିନ ଏହି ସମୟ ଲାଗୁ ରହିବ ବୋଲି ରାଜବାଟି ସୂତ୍ରରୁ ସୂଚନା ମିଳିଛି। The post ବଦଳିଲା ମା’ମାଣିକେଶ୍ୱରୀ ମନ୍ଦିର ଦର୍ଶନ ସମୟ appeared first on Dharitri Odia News.
ଭବାନୀପାଟଣା,୨୪ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ମା’ମାଣିକେଶ୍ୱରୀ ମନ୍ଦିର ଦର୍ଶନ ସମୟ ଶନିବାରଠାରୁ ବଦଳିଛି। ମନ୍ଦିର ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୪ଟାରୁ ସା ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ନିମନ୍ତେ ଖୋଲା ରହିବ। ମଙ୍ଗଳବାର ଓ ଶନିବାରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ସପ୍ତାହର ସବୁଦିନ ଏହି ସମୟ ଲାଗୁ ରହିବ ବୋଲି ରାଜବାଟି ସୂତ୍ରରୁ ସୂଚନା ମିଳିଛି।
The post ବଦଳିଲା ମା’ମାଣିକେଶ୍ୱରୀ ମନ୍ଦିର ଦର୍ଶନ ସମୟ appeared first on Dharitri Odia News.