ବଦଳିଲେ ଓଡ଼ିଶାର ରାଜ୍ୟପାଳ, ଡ. ହରିବାବୁ କମ୍ଭମପତି ଓଡ଼ିଶା ନୂଆ ରାଜ୍ୟପାଳ

ବଦଳିଲେ ଓଡ଼ିଶାର ରାଜ୍ୟପାଳ। ଡ. ହରିବାବୁ କମ୍ଭମପତି ଓଡ଼ିଶା ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ମିଜୋରାମ ରାଜ୍ୟପାଳ ଅଛନ୍ତି ହରିବାବୁ କମ୍ଭମପତି । ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ୩୧ ଅକ୍ଟୋବର ୨୦୨୩ରେ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ରଘୁବର । The post ବଦଳିଲେ ଓଡ଼ିଶାର ରାଜ୍ୟପାଳ, ଡ. ହରିବାବୁ କମ୍ଭମପତି ଓଡ଼ିଶା ନୂଆ ରାଜ୍ୟପାଳ appeared first on KNews Odisha.

ବଦଳିଲେ ଓଡ଼ିଶାର ରାଜ୍ୟପାଳ, ଡ. ହରିବାବୁ କମ୍ଭମପତି ଓଡ଼ିଶା ନୂଆ ରାଜ୍ୟପାଳ
governor

ବଦଳିଲେ ଓଡ଼ିଶାର ରାଜ୍ୟପାଳ। ଡ. ହରିବାବୁ କମ୍ଭମପତି ଓଡ଼ିଶା ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ମିଜୋରାମ ରାଜ୍ୟପାଳ ଅଛନ୍ତି ହରିବାବୁ କମ୍ଭମପତି । ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ୩୧ ଅକ୍ଟୋବର ୨୦୨୩ରେ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ରଘୁବର ।

The post ବଦଳିଲେ ଓଡ଼ିଶାର ରାଜ୍ୟପାଳ, ଡ. ହରିବାବୁ କମ୍ଭମପତି ଓଡ଼ିଶା ନୂଆ ରାଜ୍ୟପାଳ appeared first on KNews Odisha.