ବନବାସୀ କଲ୍ୟାଣ ଆଶ୍ରମ ନଗର କମିଟି
ସମ୍ବଲପୁର:ନଗର ମାନଙ୍କ ରେ କଲ୍ୟାଣ ଆଶ୍ରମ ବୈଚାରିକ ଆନ୍ଦୋଳନକୁ ଆଗେଇ ନେବା ସହ ବନବାସୀ ଏବଂ ନଗର ବାସୀ ଙ୍କ ମଧ୍ୟରେ ଭାତୃତ୍ୱର୍ ସମ୍ପର୍କ ସହ ପରସ୍ପର କୁ ସହଯୋଗ କରିବାର ଉଦ୍ଦେଶ୍ୟ ନେଇ ବନବାସୀ କଲ୍ୟାଣ ଆଶ୍ରମ ନଗର କମିଟି ଗଠିତ ହୋଇ ଯାଇଛି ।ଶନିବାର ସନ୍ଧ୍ୟାରେ ସ୍ଥାନୀୟ ସଂଜୀବନୀ ହସ୍ପିଟାଲ ପରିସର ରେ ବନବାସୀ କଲ୍ୟାଣ ଆଶ୍ରମ ର ରାଜ୍ୟ ସଭାପତି ଡ୍. ପୁରୁଷୋତ୍ତମ ଅଗ୍ରୱାଲ ଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଟିତ ବୈଠକ ରେ […] The post ବନବାସୀ କଲ୍ୟାଣ ଆଶ୍ରମ ନଗର କମିଟି appeared first on Odisha.News.
ସମ୍ବଲପୁର:ନଗର ମାନଙ୍କ ରେ କଲ୍ୟାଣ ଆଶ୍ରମ ବୈଚାରିକ ଆନ୍ଦୋଳନକୁ ଆଗେଇ ନେବା ସହ ବନବାସୀ ଏବଂ ନଗର ବାସୀ ଙ୍କ ମଧ୍ୟରେ ଭାତୃତ୍ୱର୍ ସମ୍ପର୍କ ସହ ପରସ୍ପର କୁ ସହଯୋଗ କରିବାର ଉଦ୍ଦେଶ୍ୟ ନେଇ ବନବାସୀ କଲ୍ୟାଣ ଆଶ୍ରମ ନଗର କମିଟି ଗଠିତ ହୋଇ ଯାଇଛି ।ଶନିବାର ସନ୍ଧ୍ୟାରେ ସ୍ଥାନୀୟ ସଂଜୀବନୀ ହସ୍ପିଟାଲ ପରିସର ରେ ବନବାସୀ କଲ୍ୟାଣ ଆଶ୍ରମ ର ରାଜ୍ୟ ସଭାପତି ଡ୍. ପୁରୁଷୋତ୍ତମ ଅଗ୍ରୱାଲ ଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଟିତ ବୈଠକ ରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ।କାର୍ଯ୍ୟ କ୍ରମରେ ପୃଷ୍ଟପୋଷକ ତଥା ସ୍ବତନ୍ତ୍ର ଅତିଥି ଭାବେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ର କୁଳପତି ଅର୍କ କେଶରୀ ଦାଶ ମହାପାତ୍ର ଯୋଗ ଦେଇ ଜନଜାତି କ୍ଷେତ୍ରରେ ଶିକ୍ଷା ବିକାଶ କାର୍ଯ୍ୟ ରେ କଲ୍ୟାଣ ଆଶ୍ରମ ର ଭୂମିକା ଉପରେ ଆଲୋକ ପାତ କରି ଥିଲେ। ରେ ଅବସରରେ ଏକ ନୂତନ କମିଟି ଗଠିତ ହୋଇଥିଲା ।ଏଥିରେ ସଭାପତି ଭାବେ ଡ୍.ଅମୂଲ୍ୟ ବେହେରା, ଉପ ସଭାପତି ନରେଶ ବର୍ମା, ସାଧାରଣ ସମ୍ପାଦକ ମାନସ ଶତପଥୀ,ସାଧାରଣ ସମ୍ପାଦକ ଡ୍. ଅମିତ୍ ଡାଲମିଆ ଏଵଂ ରବି ଲୋହିଆ,କୋଷାଧ୍ୟକ୍ଷ ଭାବେ ଅଶୋକ ଅଗ୍ରୱାଲ ରହିଥିବା ବେଲେକମିଟିରେ କାର୍ଯ୍ୟ କ।ରି ସଦସ୍ୟ ଭାବେ ପ୍ରଫୁଲ୍ଲ ବେହେରା,ସୁବେଶ ମୁଣ୍ଡା,ବିପିନ ଅଗ୍ରୱାଲ, ଅଶୋକ ପଣ୍ଡା,ଶଙ୍କର ଅଗ୍ରୱାଲ ଏବଂ ଅର୍ଣପୂର୍ଣା ବାରିକ ରହିଛନ୍ତି।
The post ବନବାସୀ କଲ୍ୟାଣ ଆଶ୍ରମ ନଗର କମିଟି appeared first on Odisha.News.