ବନ୍ଧାହେଲେ ରସିକିଆ କୋଚିଙ୍ଗ ସେଣ୍ଟର ମାଲିକ, ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ କରୁଥିଲେ ଭାଇରାଲ ! Angul news
ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ବେଆଇନ ଭାବେ ଗଢିଉଠିଛି ମାଳମାଳ କୋଚିଂ ସେଣ୍ଟର। ସରକାର ଙ୍କ ବିନା ଅନୁମୋଦନ ରେ ଦୀର୍ଘ ବର୍ଷ ହେଲା ଚାଲିଛି କୋଚିଂ ସେଣ୍ଟର। କୋଚିଂ ସେଣ୍ଟର ରେ କୋମଳ ମତି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ନାମ ରେ