ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠୁ ଲୁଟ୍ || BADAKHABAR TV
#ବନ୍ଧୁକ_ଦେଖାଇ_ସୁନା_ବ୍ୟବସାୟୀଙ୍କଠୁ_ଲୁଟ୍ ଧର୍ମଶାଳା ଥାନା ଅଧୀନ ନରସିଂହପୁର ନିକଟରେ ଲୁଟ୍...ଦୋକାନ ବନ୍ଦ କରି ଫେରୁଥିବା ବେଳେ ୬ଜଣ ଦୁର୍ବୃତ୍ତ ଲୁଟିଛନ୍ତି...୧୫୦ ଗ୍ରାମର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ..ଧର୍ମଶାଳା ଓ ବ୍ରହ୍ମବରଦ
#ବନ୍ଧୁକ_ଦେଖାଇ_ସୁନା_ବ୍ୟବସାୟୀଙ୍କଠୁ_ଲୁଟ୍
ଧର୍ମଶାଳା ଥାନା ଅଧୀନ ନରସିଂହପୁର ନିକଟରେ ଲୁଟ୍...ଦୋକାନ ବନ୍ଦ କରି ଫେରୁଥିବା ବେଳେ ୬ଜଣ ଦୁର୍ବୃତ୍ତ ଲୁଟିଛନ୍ତି...୧୫୦ ଗ୍ରାମର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ..ଧର୍ମଶାଳା ଓ ବ୍ରହ୍ମବରଦ