ବନ୍ଧୁତା ଭୁଲିଗଲେ ଟ୍ରମ୍ଫ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଅଜବ ବାଣିଜ୍ୟ ନୀତି । ବନ୍ଧୁ ବନ୍ଧୁ କହି ଭାରତ ଉପରେ ଲଗାଇଲେ ଟାରିଫ୍ । ଆଉ ଆତଙ୍କୀସ୍ତାନ ସହ କଲେ ଟ୍ରେଡ୍ ପ୍ରୀତି । ଶେଷରେ ବନ୍ଧୁତା ଭୁଲିଗଲେ ଟ୍ରମ୍ଫ । ଭାରତ ଉପରେ ଲଗାଇଲେ ୨୫ % ଟାରିଫ୍ । ଭାରତ ଉପରେ ଟାରିଫ୍ ଲଗାଇବା ପରେ ପାକିସ୍ତାନ ସହ ଟ୍ରେଡ୍ ନେଇ ବଡ଼ ଘୋଷଣା କରିଛନ୍ତି ଟ୍ରମ୍ଫ ।