ବବିଙ୍କ ଖାସ୍ ଲୋକଙ୍କ ଘରେ ଆଇଟି ରେଡ୍, ଛାନିଆ ବିଜେଡି !
ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ଉପରେ ଆୟକର ବିଭାଗର ଚଢ଼ାଉ ଜାରି । ଆଜି ଦ୍ବିତୀୟ ଦିନରେ ଚାଲିଛି ରେଡ୍ ।
ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ଅନୁଗତ ତଥା ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟର ଉପରେ ଆୟକର ବିଭାଗ ପକ୍ଷରୁ ଗତ ଦୁଇ ଦିନ ଧରି ରେଡ୍ ଚାଲିଛି। ଆୟକର ଫାଙ୍କିବା ଅଭିଯୋଗରେ ଛାଟୋଇଙ୍କ କୋଚିଂ ସେଣ୍ଟର, ଭୁବନେଶ୍ୱର ସ୍ଥିତ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଦେଖନ୍ତୁ ପୂରା ରିପୋର୍ଟ।