ବବିଙ୍କ ଚାପରେ ପରିବା ବ୍ୟବସାୟୀ ମଦନ ଚେପା!
ସକାଳୁ ସକାଳୁ ସାଇକେଲ ଧରି ବବି ବାବୁଙ୍କ ପାଖରେ ପହଞ୍ଚିଥିଲେ ମଦନ ନାୟକ। ଆଉ ତା’ପରେ ସବୁ ବଦଳିଗଲା।
ରାତାରାତି ବଦଳିଗଲା ବୟାନ। ଏମିତି କେମିତି ହେଲା ? 22 ତାରିଖରେ ପରିବା ବ୍ୟବସାୟୀ ମଦନ ନାୟକ କହିଲେ ଗୋଟିଏ କଥା। 23 ତାରିଖରେ କହୁଛନ୍ତି ଆଉ ଗୋଟିଏ କଥା। ମାତ୍ର କେଇଘଣ୍ଟା ଭିତରେ କାହା ଚାପରେ ଚେପ ହୋଇଗଲେ ମଦନ ନାୟକ ? ସକାଳୁ ସକାଳୁ ସେ ସାଇକେଲ ଧରି ବବି ବାବୁଙ୍କ ପାଖରେ ପହଞ୍ଚିଥିଲେ।