ବରପଦା ଜମି ଦୁୁର୍ନୀତି ମାମଲା : ସରିଲା ୧୭ ଘଣ୍ଟାରେ ଜେରା, ଇଡି ଅଫିସରୁ ବାହାରିଲେ ପ୍ରୟାସକାନ୍ତି
ଭୁବନେଶ୍ୱର ୦୬।୦୩ : ସରିଲା ୧୭ ଘଣ୍ଟାର ଜେରା। ପ୍ରୟାସକାନ୍ତଙ୍କୁ ଇଡିର ମାରାଥନ୍ ଜେରା। ୩ଟି ମୋବାଇଲ୍ ଜବତ୍ କଲା ଇଡି। ତେବେ ଏହି ୧୭ ଘଣ୍ଟାର ଜେରାରେ ଇଡି ଅନେକ ତଥ୍ୟ ପାଇଛି। ମିଳିଥିବା ଡାଟା ଅନାଲାଇସ କରିବ ଇଡି। ଦରକାର୍ ହେଲେ ଇଡିରେ ପୁଣି ହଜାର ହେବେ ପ୍ରୟାସକାନ୍ତ। ଖବର ଅନୁଯାୟୀ, ବରପଦା ଜମି ଦୁର୍ନୀତି ମାମଲା । ଇଡି ଅଫିସରେ ମଙ୍ଗଳବାର ଦିନ ହାଜର ହୋଇଥିଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତ। ବିଧାୟକଙ୍କ ପୁଅଙ୍କୁ ହେଲା ୧୭ ଘଣ୍ଟାର ମାରାଥନ୍ ଜେରା କରିଛି ଇଡି। ଏହି ଜେରାରେ ଏକାଧିକ ପ୍ରଶ୍ନ ବାଣ କଲା ଇଡି। ବାପାଙ୍କ ପରେ ପୁଅ ପ୍ରୟାସ କାନ୍ତଙ୍କ ସମେତ ୭ ଜଣଙ୍କୁ ଇଡି ନୋଟିସ୍ ପଠାଇଥିଲା । ସେପଟେ ତାଙ୍କୁ ଇଡି କିଛି ପ୍ରଶ୍ନ ପଚାରି ନଥିବା କହିଛନ୍ତି ପ୍ରୟାସକାନ୍ତ ଏବଂ ପୁଣି ଦେଖା ହେବ ବୋଲି କହିଛନ୍ତି। wp:embed {"url":"https://www.prameyanews7.com/prayaskanti-in-bhubaneswar-ed-office/","type":"wp-embed","providerNameSlug":"prameya-news-7"} https://www.prameyanews7.com/prayaskanti-in-bhubaneswar-ed-office/ /wp:embed ବହୁ ଚର୍ଚ୍ଚିତ ବରପଦା ଜମି ଦୁର୍ନୀତିରେ ୨ୟ ପର୍ଯ୍ୟାୟରେ ପହଁଚିଛି ଇଡିର ଜେରା। ମଙ୍ଗଳବାର ସକାଳୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତ ହଜାର ହୋଇଥିଲେ । ଦୀର୍ଘ ୧୭ ଘଣ୍ଟାର
ଭୁବନେଶ୍ୱର ୦୬।୦୩ : ସରିଲା ୧୭ ଘଣ୍ଟାର ଜେରା। ପ୍ରୟାସକାନ୍ତଙ୍କୁ ଇଡିର ମାରାଥନ୍ ଜେରା। ୩ଟି ମୋବାଇଲ୍ ଜବତ୍ କଲା ଇଡି। ତେବେ ଏହି ୧୭ ଘଣ୍ଟାର ଜେରାରେ ଇଡି ଅନେକ ତଥ୍ୟ ପାଇଛି। ମିଳିଥିବା ଡାଟା ଅନାଲାଇସ କରିବ ଇଡି। ଦରକାର୍ ହେଲେ ଇଡିରେ ପୁଣି ହଜାର ହେବେ ପ୍ରୟାସକାନ୍ତ।
ଖବର ଅନୁଯାୟୀ, ବରପଦା ଜମି ଦୁର୍ନୀତି ମାମଲା । ଇଡି ଅଫିସରେ ମଙ୍ଗଳବାର ଦିନ ହାଜର ହୋଇଥିଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତ। ବିଧାୟକଙ୍କ ପୁଅଙ୍କୁ ହେଲା ୧୭ ଘଣ୍ଟାର ମାରାଥନ୍ ଜେରା କରିଛି ଇଡି। ଏହି ଜେରାରେ ଏକାଧିକ ପ୍ରଶ୍ନ ବାଣ କଲା ଇଡି। ବାପାଙ୍କ ପରେ ପୁଅ ପ୍ରୟାସ କାନ୍ତଙ୍କ ସମେତ ୭ ଜଣଙ୍କୁ ଇଡି ନୋଟିସ୍ ପଠାଇଥିଲା । ସେପଟେ ତାଙ୍କୁ ଇଡି କିଛି ପ୍ରଶ୍ନ ପଚାରି ନଥିବା କହିଛନ୍ତି ପ୍ରୟାସକାନ୍ତ ଏବଂ ପୁଣି ଦେଖା ହେବ ବୋଲି କହିଛନ୍ତି।
wp:embed {"url":"https://www.prameyanews7.com/prayaskanti-in-bhubaneswar-ed-office/","type":"wp-embed","providerNameSlug":"prameya-news-7"}
ବହୁ ଚର୍ଚ୍ଚିତ ବରପଦା ଜମି ଦୁର୍ନୀତିରେ ୨ୟ ପର୍ଯ୍ୟାୟରେ ପହଁଚିଛି ଇଡିର ଜେରା। ମଙ୍ଗଳବାର ସକାଳୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତ ହଜାର ହୋଇଥିଲେ । ଦୀର୍ଘ ୧୭ ଘଣ୍ଟାର ଚାଲିଥିଲା ମାରାଥନ ଜେରା। ଜେରାରେ ହୋଇଥିଲା ଅନେକ ପ୍ରଶ୍ନ। ପୂର୍ବରୁ ୨୦୧୧ ରୁ ୨୦୧୪ ମସିହା ମଧ୍ୟରେ ହୋଇଥିବା ଜମି କିଣାବିକାରେ ୨୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା। ନିଜ କଲେଜ କର୍ତ୍ତୃପକ୍ଷଙ୍କୁ ଦରମା ମଧ୍ୟ ଦେଉନଥିବା କଥା ସାମ୍ନାକୁ ଆସିଥିଲା। ଦୁର୍ନୀତିରେ ବିଧାୟକଙ୍କ ପୁଅ ସମେତ ୭ ଜଣଙ୍କୁ ଇଡି ପଠାଇଥିବା ସମନରେ ପ୍ରଥମେ ହଜାର ହୋଇଥିଲେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ।
ସେପଟେ ଇଡିର ଜେରା ପରେ ବିଧାୟକଙ୍କ ପୁଅ କହିଛନ୍ତି ଯେ, ଇଡି ଅଧିକାରୀ କିଛି ପଚାରିଲେ ନଥିଲେ କି କିଛି ତଥ୍ୟ ମାଗି ନଥିଲେ। କିନ୍ତୁ ଇଡି ପ୍ରୟାସକାନ୍ତ ବ୍ୟବହାର କରୁଥିବା ୩ ଟି ମୋବାଇଲ୍ ଜବତ କରିବା ସହ ସବୁଥିରୁ ଡାଟା ବାହାର କରିବାରେ ଲାଗିଛି। ଅନେକ ତଥ୍ୟ ପାଇଥିବା ତେବେ ଇଡି ଜେରାରେ କଣ ପାଇଛି ଏବଂ ପରେ ଏହି ତଦନ୍ତ ଆଗକୁ କେଉଁ ମୋଡକୁ ନେବ ତାହା ଉପରେ ରହିଛି ସମସ୍ତଙ୍କ ନଜର।
wp:embed {"url":"https://www.prameyanews7.com/rain-fall-warning-for-march-8/","type":"wp-embed","providerNameSlug":"prameya-news-7"}