ବ୍ୟାଙ୍କ ଧର୍ମଘଟ ସ୍ଥଗିତ
ଭୁବନେଶ୍ୱର,୨୧।୩: ୯ ଦଫା ଦାବି ନେଇ ୟୁନାଇଟେଡ୍ ଫୋରମ୍ ଅଫ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍ୟୁବି) ପକ୍ଷରୁ ଦିଆଯାଇଥିବା ୨ଦିନିଆ ବ୍ୟାଙ୍କ ଧର୍ମଘଟକୁ ଶୁକ୍ରବାର ସ୍ଥଗିତ କରି ଦିଆଯାଇଛି। ଆସନ୍ତା ୨୩ ତାରିଖ ମଧ୍ୟରାତ୍ରରୁ ୨୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ଡାକରା ଦିଆଯାଇଥିଲା। CLC ସହ ଆଲୋଚନା ପରେ ଧର୍ମଘଟକୁ ସ୍ଥଗିତ ରଖାଯାଇଥିବା ୟୁଏଫ୍ୟୁବ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। The post ବ୍ୟାଙ୍କ ଧର୍ମଘଟ ସ୍ଥଗିତ appeared first on Dharitri Odia News.
ଭୁବନେଶ୍ୱର,୨୧।୩: ୯ ଦଫା ଦାବି ନେଇ ୟୁନାଇଟେଡ୍ ଫୋରମ୍ ଅଫ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍ୟୁବି) ପକ୍ଷରୁ ଦିଆଯାଇଥିବା ୨ଦିନିଆ ବ୍ୟାଙ୍କ ଧର୍ମଘଟକୁ ଶୁକ୍ରବାର ସ୍ଥଗିତ କରି ଦିଆଯାଇଛି।
ଆସନ୍ତା ୨୩ ତାରିଖ ମଧ୍ୟରାତ୍ରରୁ ୨୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ଡାକରା ଦିଆଯାଇଥିଲା। CLC ସହ ଆଲୋଚନା ପରେ ଧର୍ମଘଟକୁ ସ୍ଥଗିତ ରଖାଯାଇଥିବା ୟୁଏଫ୍ୟୁବ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
The post ବ୍ୟାଙ୍କ ଧର୍ମଘଟ ସ୍ଥଗିତ appeared first on Dharitri Odia News.