ବର୍ଷା, ଅରିନ୍ଦମ ପରାସ୍ତ.. କାମ ଦେଲାନି ଷ୍ଟାର ଚେହେରା
ଚଳିତ ବିଧାନସଭା ନିର୍ବାଚନରେ ରାଜ୍ୟର ୪ ଜଣ ଓଲିଉଡ୍ ଷ୍ଟାର ମଇଦାନକୁ ଓହ୍ଲାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଆଗରେ ରହିଥିବା ବେଳେ ୨ ଜଣ ପଛରେ ରହିଛନ୍ତି । ସିଦ୍ଧାନ୍ତ ମହାପାତ୍ର , ଆକାଶ ଦାସ ନାୟକ ଜିତାପଟ ହାସଲ କରିଥିବାବେଳେ ବର୍ଷା ପ୍ରିୟଦର୍ଶିନୀ ଓ ଅରିନ୍ଦମ ରାୟ ପରାସ୍ତ ହୋଇଛନ୍ତି । The post ବର୍ଷା, ଅରିନ୍ଦମ ପରାସ୍ତ.. କାମ ଦେଲାନି ଷ୍ଟାର ଚେହେରା appeared first on Dharitri Odia News.
ଚଳିତ ବିଧାନସଭା ନିର୍ବାଚନରେ ରାଜ୍ୟର ୪ ଜଣ ଓଲିଉଡ୍ ଷ୍ଟାର ମଇଦାନକୁ ଓହ୍ଲାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଆଗରେ ରହିଥିବା ବେଳେ ୨ ଜଣ ପଛରେ ରହିଛନ୍ତି । ସିଦ୍ଧାନ୍ତ ମହାପାତ୍ର , ଆକାଶ ଦାସ ନାୟକ ଜିତାପଟ ହାସଲ କରିଥିବାବେଳେ ବର୍ଷା ପ୍ରିୟଦର୍ଶିନୀ ଓ ଅରିନ୍ଦମ ରାୟ ପରାସ୍ତ ହୋଇଛନ୍ତି ।
The post ବର୍ଷା, ଅରିନ୍ଦମ ପରାସ୍ତ.. କାମ ଦେଲାନି ଷ୍ଟାର ଚେହେରା appeared first on Dharitri Odia News.