ବର୍ଷେପରେ ମିଳିଲା ହଜିଲା ପୁଅ, Missing son returns to family with help of Thakurmunda police, Mayurbhanj
ବର୍ଷେପରେ ମିଳିଲା ହଜିଲା ପୁଅ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା କେନ୍ଦୁଜିଆଣି ଗ୍ରାମ ପଞ୍ଚାୟତ ଡୁମୁରିଡିହା ଗ୍ରାମର ନିଖୋଜ ଥିବା ଭିନ୍ନକ୍ଷମ ନାବାଳକ ୧ ବର୍ଷ ପରେ ଘରକୁ ଫେରିଲା. ହଜିଲା ପୁଅକୁ ପାଇ ପରିବାର ବେଶ ଖୁସି. Missing so