ବଲାଙ୍ଗିର ଡିଏସପିଙ୍କ ଘରେ କଳାକନା ବୁଲାଇଲେ ଚୋର, ଦିନ ଦ୍ୱିପ୍ରହରରେ ଲୁଟିନେଲେ ଟଙ୍କା ଓ ସୁନା
ବଲାଙ୍ଗୀର: ଏଭଳି ଅନେକ ସମୟରେ ନଜିର ରହିଛି ଯେତେବେଳେ ଖୋଦ୍ ଆଇନ ଅଧିକାରୀଙ୍କ ଘରେହିଁ ଚୋରି ହୋଇଛି। ଏବେ ପୁଣି ଏଭଳି ଏକ ସଦ୍ୟ ମାମଲା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ପୋଲିସ ଡିଏସପିଙ୍କ ବଲାଙ୍ଗିରସ୍ଥିତ ଘରେ କଳାକନା ବୁଲାଇଛନ୍ତି ଚୋର। ଡିଏସପି ପୁରୁଷୋତ୍ତମ ଭୋଇଙ୍କ ଶାନ୍ତିପଡ଼ା ବାସଭବନରୁ ଟଙ୍କା ଓ ସୁନା ଚୋରି ଅଭିଯୋଗ । ଦିନବେଳା ଘର ପଛପଟ ଗ୍ରୀଲ ଭାଙ୍ଗି କଳକନା ବୁଲାଇଛନ୍ତି ଦୁବୃର୍ତ୍ତ I ତେବେ ଘଟଣାରେ ଟାଉନ୍ ପୋଲିସର ତଦନ୍ତ ଆରମ୍ଭ କରିଛି। ଆହୁରି ପଢ଼ନ୍ତୁ: ନୟାଗଡ଼ରେ ଟ୍ରାକ୍ଟର ଓଲଟି ୧୦ ଆହତ, ଫତେଗଡ଼ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାକୁ ଯାଉଥିବାବେଳେ ଅଘଟଣ The post ବଲାଙ୍ଗିର ଡିଏସପିଙ୍କ ଘରେ କଳାକନା ବୁଲାଇଲେ ଚୋର, ଦିନ ଦ୍ୱିପ୍ରହରରେ ଲୁଟିନେଲେ ଟଙ୍କା ଓ ସୁନା appeared first on Prameya News7.
ବଲାଙ୍ଗୀର: ଏଭଳି ଅନେକ ସମୟରେ ନଜିର ରହିଛି ଯେତେବେଳେ ଖୋଦ୍ ଆଇନ ଅଧିକାରୀଙ୍କ ଘରେହିଁ ଚୋରି ହୋଇଛି। ଏବେ ପୁଣି ଏଭଳି ଏକ ସଦ୍ୟ ମାମଲା ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ନବରଙ୍ଗପୁର ପୋଲିସ ଡିଏସପିଙ୍କ ବଲାଙ୍ଗିରସ୍ଥିତ ଘରେ କଳାକନା ବୁଲାଇଛନ୍ତି ଚୋର। ଡିଏସପି ପୁରୁଷୋତ୍ତମ ଭୋଇଙ୍କ ଶାନ୍ତିପଡ଼ା ବାସଭବନରୁ ଟଙ୍କା ଓ ସୁନା ଚୋରି ଅଭିଯୋଗ । ଦିନବେଳା ଘର ପଛପଟ ଗ୍ରୀଲ ଭାଙ୍ଗି କଳକନା ବୁଲାଇଛନ୍ତି ଦୁବୃର୍ତ୍ତ I ତେବେ ଘଟଣାରେ ଟାଉନ୍ ପୋଲିସର ତଦନ୍ତ ଆରମ୍ଭ କରିଛି।
ଆହୁରି ପଢ଼ନ୍ତୁ: ନୟାଗଡ଼ରେ ଟ୍ରାକ୍ଟର ଓଲଟି ୧୦ ଆହତ, ଫତେଗଡ଼ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାକୁ ଯାଉଥିବାବେଳେ ଅଘଟଣ
The post ବଲାଙ୍ଗିର ଡିଏସପିଙ୍କ ଘରେ କଳାକନା ବୁଲାଇଲେ ଚୋର, ଦିନ ଦ୍ୱିପ୍ରହରରେ ଲୁଟିନେଲେ ଟଙ୍କା ଓ ସୁନା appeared first on Prameya News7.