ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ନବଜାତକ ନିଖୋଜ । କଣ୍ଟାମାଲ ବରଡ଼ିପଦର ଗାଁର ସୁଶୀଲ ସ୍ୱାଇଁଙ୍କ ଶିଶୁ ।
କନକ ବ୍ୟୁରୋ: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ନବଜାତକ ନିଖୋଜ ଅଭିଯୋଗ । କଂଟାମାଲ ବରଡ଼ିପଦର ଗାଁର ସୁଶୀଲ ସ୍ୱାଇଁଙ୍କ ଶିଶୁ ପୁତ୍ର ନିଖୋଜ ହୋଇଯାଇଛି । ମେଡିକାଲରୁ ଛୁଆ ଚୋରୀ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ । ଏସଏନସିୟୁରେ ଶିଶୁଟି ଥିବା ବେଳେ ସେଠାରୁ ନିଖୋଜ ହୋଇଯାଇଥିବା ଜଣାପଡିଛି । ଏନଏନସିୟୁ ବାହାରେ ଥିବା ଜଣେ ବ୍ୟକ୍ତିଙ୍କ ଉପରେ ସନ୍ଦେହ ରହିଥିବା କହିଛନ୍ତି ଅଧୀକ୍ଷକ । The post ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ନବଜାତକ ନିଖୋଜ । କଣ୍ଟାମାଲ ବରଡ଼ିପଦର ଗାଁର ସୁଶୀଲ ସ୍ୱାଇଁଙ୍କ ଶିଶୁ । first appeared on Kanak News.

କନକ ବ୍ୟୁରୋ: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ନବଜାତକ ନିଖୋଜ ଅଭିଯୋଗ । କଂଟାମାଲ ବରଡ଼ିପଦର ଗାଁର ସୁଶୀଲ ସ୍ୱାଇଁଙ୍କ ଶିଶୁ ପୁତ୍ର ନିଖୋଜ ହୋଇଯାଇଛି । ମେଡିକାଲରୁ ଛୁଆ ଚୋରୀ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ । ଏସଏନସିୟୁରେ ଶିଶୁଟି ଥିବା ବେଳେ ସେଠାରୁ ନିଖୋଜ ହୋଇଯାଇଥିବା ଜଣାପଡିଛି । ଏନଏନସିୟୁ ବାହାରେ ଥିବା ଜଣେ ବ୍ୟକ୍ତିଙ୍କ ଉପରେ ସନ୍ଦେହ ରହିଥିବା କହିଛନ୍ତି ଅଧୀକ୍ଷକ ।
The post ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ନବଜାତକ ନିଖୋଜ । କଣ୍ଟାମାଲ ବରଡ଼ିପଦର ଗାଁର ସୁଶୀଲ ସ୍ୱାଇଁଙ୍କ ଶିଶୁ । first appeared on Kanak News.