ବଲିଉଡ୍‌ ଅଭିନେତାଙ୍କ ନାଁରେ ମାମଲା: ସାଙ୍ଘାତିକ ଅଭିଯୋଗ ଆଣିଲେ ମହିଳା

ମୁମ୍ବାଇ,,୧ା୧୨: ବଲିଉଡ୍‌ ଅଭିନେତା ଶରଦ କପୁର ତାଙ୍କ ବାସଭବନରେ ଜଣେ ମହିଳାଙ୍କ ପ୍ରତି ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିବା ସହ ଜବରଦସ୍ତ ସ୍ପର୍ଶ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ତାଙ୍କ ନାଁରେ ମାମଲା ଦାଏର ହୋଇଛି। ମୁମ୍ବାଇର ଖାରସ୍ଥିତ ବାସଭବନରେ ଚଳିତ ସପ୍ତାହ ଆରମ୍ଭରେ ଏହି ଘଟଣା ଘଟିଥିଲା। ୩୨ ବର୍ଷୀୟା ମହିଳାଙ୍କ ଅଭିଯୋଗ ଅନୁଯାୟୀ, କପୁର ତାଙ୍କୁ ଫିଲ୍ମ ପ୍ରୋଜେକ୍ଟ ସମ୍ପର୍କରେ ଆଲୋଚନା କରିବା ନାଁରେ ଘରକୁ ଡାକିଥିଲେ। ପରେ ସେ ମହିଳାଙ୍କୁ ବେଡ୍‌ରୁମ୍‌କୁ ଡାକିନେଇ […] The post ବଲିଉଡ୍‌ ଅଭିନେତାଙ୍କ ନାଁରେ ମାମଲା: ସାଙ୍ଘାତିକ ଅଭିଯୋଗ ଆଣିଲେ ମହିଳା appeared first on Dharitri Odia News.

ବଲିଉଡ୍‌ ଅଭିନେତାଙ୍କ ନାଁରେ ମାମଲା: ସାଙ୍ଘାତିକ ଅଭିଯୋଗ ଆଣିଲେ ମହିଳା

ମୁମ୍ବାଇ,,୧ା୧୨: ବଲିଉଡ୍‌ ଅଭିନେତା ଶରଦ କପୁର ତାଙ୍କ ବାସଭବନରେ ଜଣେ ମହିଳାଙ୍କ ପ୍ରତି ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିବା ସହ ଜବରଦସ୍ତ ସ୍ପର୍ଶ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ତାଙ୍କ ନାଁରେ ମାମଲା ଦାଏର ହୋଇଛି। ମୁମ୍ବାଇର ଖାରସ୍ଥିତ ବାସଭବନରେ ଚଳିତ ସପ୍ତାହ ଆରମ୍ଭରେ ଏହି ଘଟଣା ଘଟିଥିଲା। ୩୨ ବର୍ଷୀୟା ମହିଳାଙ୍କ ଅଭିଯୋଗ ଅନୁଯାୟୀ, କପୁର ତାଙ୍କୁ ଫିଲ୍ମ ପ୍ରୋଜେକ୍ଟ ସମ୍ପର୍କରେ ଆଲୋଚନା କରିବା ନାଁରେ ଘରକୁ ଡାକିଥିଲେ। ପରେ ସେ ମହିଳାଙ୍କୁ ବେଡ୍‌ରୁମ୍‌କୁ ଡାକିନେଇ ଆପତ୍ତିଜନକ ବ୍ୟବହାର ଦେଖାଇବା ସହ ଜବରଦସ୍ତ ସ୍ପର୍ଶ କରିଥିଲେ। ପରେ ସେ ମହିଳାଙ୍କୁ ଖରାପ ଭାଷାରେ ହ୍ବାଟ୍ସଆପ୍‌ରେ ବାର୍ତ୍ତା ପଠାଇଥିବା ଅଭିଯୋଗ ହୋଇଛି।

The post ବଲିଉଡ୍‌ ଅଭିନେତାଙ୍କ ନାଁରେ ମାମଲା: ସାଙ୍ଘାତିକ ଅଭିଯୋଗ ଆଣିଲେ ମହିଳା appeared first on Dharitri Odia News.