ନଭେମ୍ବର ୧୫ରେ ରାଉରକେଲା ଆସିବେ ମୋଦି

୨୨।୧୦:ନଭେମ୍ବର ୧୫ରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଜନଜାତି ଗୌରବ ଦିବସ ଅବସରରେ ରାଉରକେଲା ଆସିବାର କାର୍ଯ୍ୟକ୍ରମ ରହିଛି। ଏକ ସ୍ବତନ୍ତ୍ର ବିମାନ ଯେଗେ ଆସି ସେ ଦିନ ୧୧ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ସହିଦ୍‌ ମାଧୋସିଂ ହାତଖର୍ଚ୍ଚ ବୃଦ୍ଧି ଯୋଜନା ଶୁଭାରମ୍ଭ କରିବେ। ଏହା ସହ ୪୫୦ଟି ପ୍ରାଥମିକ ସ୍କୁଲ ହଷ୍ଟେଲ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ସହ ଓଡ଼ିଆ ଅସ୍ମିତାକେନ୍ଦ୍ରର  ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ପୂର୍ବରୁ ମୋଦି ସେଷ୍ଟେମ୍ବର […] The post ନଭେମ୍ବର ୧୫ରେ ରାଉରକେଲା ଆସିବେ ମୋଦି appeared first on Dharitri Odia News.

ନଭେମ୍ବର ୧୫ରେ ରାଉରକେଲା ଆସିବେ ମୋଦି

୨୨।୧୦:ନଭେମ୍ବର ୧୫ରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଜନଜାତି ଗୌରବ ଦିବସ ଅବସରରେ ରାଉରକେଲା ଆସିବାର କାର୍ଯ୍ୟକ୍ରମ ରହିଛି। ଏକ ସ୍ବତନ୍ତ୍ର ବିମାନ ଯେଗେ ଆସି ସେ ଦିନ ୧୧ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ସହିଦ୍‌ ମାଧୋସିଂ ହାତଖର୍ଚ୍ଚ ବୃଦ୍ଧି ଯୋଜନା ଶୁଭାରମ୍ଭ କରିବେ। ଏହା ସହ ୪୫୦ଟି ପ୍ରାଥମିକ ସ୍କୁଲ ହଷ୍ଟେଲ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ସହ ଓଡ଼ିଆ ଅସ୍ମିତାକେନ୍ଦ୍ରର  ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଏହା ପୂର୍ବରୁ ମୋଦି ସେଷ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିଥିଲେ। ଭୁବନେଶ୍ୱରରେ ପହଞ୍ଚି ଗାଡ଼କଣ ବସ୍ତି ଯାଇଥିଲେ ସେଠାରେ ମହିଳାଙ୍କ ଠାରୁ କ୍ଷୀରୀ ଖାଇଥିଲେ । ପରେ ଶୁଭଦ୍ରା ଯୋଜନା ସୁଭାରମ୍ଭ କରି ଦିଲ୍ଲୀ ଫେରିଥିଲେ।

The post ନଭେମ୍ବର ୧୫ରେ ରାଉରକେଲା ଆସିବେ ମୋଦି appeared first on Dharitri Odia News.