ବସ କୁ ଧକ୍କା ଦେଲା ଟ୍ରକ, ୨ଜଣ ଆହତ

ଆନନ୍ଦପୁର : କେଉଁଝର ବେଲବାହାଳିରେ ଘଟିଲା ଅଘଟଣ । ବସ କୁ ଧକ୍କା ଦେଲା ଟ୍ରକ । ଏହି ଘଟଣାରେ ୨ଜଣ ଆହତ ହୋଇଛନ୍ତି ।  ୨୦ ନଂ ଜାତୀୟ ରାଜପଥ ଘସିପୁରା ଥାନା ବେଲବାହାଳି ନିକଟରେ ନିରୁପମା ବସକୁ ଧକ୍କା ଦେଲା ଟ୍ରକ ।  ୨ଜଣ ଆହତ, ଅଳ୍ପକେ ବର୍ତିଲେ ୫୦ ରୁ ଉର୍ଦ୍ଧ୍ୱ ଯାତ୍ରୀ । ଆହତ ଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। The post ବସ କୁ ଧକ୍କା ଦେଲା ଟ୍ରକ, ୨ଜଣ ଆହତ appeared first on KNews Odisha.

ବସ କୁ ଧକ୍କା ଦେଲା ଟ୍ରକ, ୨ଜଣ ଆହତ
accident

ଆନନ୍ଦପୁର : କେଉଁଝର ବେଲବାହାଳିରେ ଘଟିଲା ଅଘଟଣ । ବସ କୁ ଧକ୍କା ଦେଲା ଟ୍ରକ । ଏହି ଘଟଣାରେ ୨ଜଣ ଆହତ ହୋଇଛନ୍ତି ।  ୨୦ ନଂ ଜାତୀୟ ରାଜପଥ ଘସିପୁରା ଥାନା ବେଲବାହାଳି ନିକଟରେ ନିରୁପମା ବସକୁ ଧକ୍କା ଦେଲା ଟ୍ରକ ।  ୨ଜଣ ଆହତ, ଅଳ୍ପକେ ବର୍ତିଲେ ୫୦ ରୁ ଉର୍ଦ୍ଧ୍ୱ ଯାତ୍ରୀ । ଆହତ ଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

The post ବସ କୁ ଧକ୍କା ଦେଲା ଟ୍ରକ, ୨ଜଣ ଆହତ appeared first on KNews Odisha.