ବ୍ୟାଙ୍କ୍ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
ବୌଦ୍ଧ: ବ୍ୟାଙ୍କ୍ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡରେ ଜଳିଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର। ଘଟଣା ଘଟିଛି ବୌଦ୍ଧ ସେଣ୍ଟ୍ରାଲ ବ୍ୟାଙ୍କ୍ ମୁଖ୍ୟ ଶାଖାରେ। ତେବେ ମିଳିଥିବ ସୂଚନା ଅନୁଯାୟୀ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ଆଉ ଏଥିରେ ବ୍ୟାଙ୍କ୍ରେ ଥିବା ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ପୋଡ଼ି ଯାଇଥିବା ସୂଚନା। ବ୍ୟାଙ୍କ ମ୍ୟାନେଜରଙ୍କ ଚ୍ୟାମ୍ବର୍ରେ ମଧ୍ୟ ନିଆଁ ଲାଗିଛି। ତେବେ ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି।
ବୌଦ୍ଧ: ବ୍ୟାଙ୍କ୍ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡରେ ଜଳିଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର। ଘଟଣା ଘଟିଛି ବୌଦ୍ଧ ସେଣ୍ଟ୍ରାଲ ବ୍ୟାଙ୍କ୍ ମୁଖ୍ୟ ଶାଖାରେ।
ତେବେ ମିଳିଥିବ ସୂଚନା ଅନୁଯାୟୀ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ଆଉ ଏଥିରେ ବ୍ୟାଙ୍କ୍ରେ ଥିବା ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ପୋଡ଼ି ଯାଇଥିବା ସୂଚନା। ବ୍ୟାଙ୍କ ମ୍ୟାନେଜରଙ୍କ ଚ୍ୟାମ୍ବର୍ରେ ମଧ୍ୟ ନିଆଁ ଲାଗିଛି। ତେବେ ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି।