ବସ୍-ହାଇଓ୍ବା ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ

ଆଠଗଡ ୬।୩: ୬୫ ନମ୍ବର ରାଜ୍ୟ ରାଜପଥରେ ବସ୍ ଦୁର୍ଘଟଣା । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ବସ୍ ଯାତ୍ରୀ । ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । {"id":917702,"sizeSlug":"full","linkDestination":"none"} ସୂଚନାଯୋଗ୍ୟ ଯେ, କଟକରୁ ନରସିଂହପୁର ଯାଉଥିବା ଏକ ଘରୋଇ ବସ୍ ୬୫ ନମ୍ବର ରାଜ୍ୟ ରାଜପଥ ଭୋଗରା ଛକ ନିକଟରେ ହାଇୱା ସହିତ ମୁହାଁମୁହିଁ ଧକ୍କା ହୋଇଛି । ବସ୍ଟି ହାଇଓ୍ବାସହ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍‌ରେ ଥିବା ୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ମହିଳା ଡାକ୍ତର ମଧ୍ୟ ଅଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଆଠଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ କହିଛନ୍ତି । You Can Read : wp:embed {"url":"https://www.prameyanews7.com/police-took-the-accused-and-recreated-the-crime-scene-in-owner-murder-case-in-bhubaneswar/","type":"wp-embed","providerNameSlug":"prameya-news-7"} https://www.prameyanews7.com/police-took-the-accused-and-recreated-the-crime-scene-in-owner-murder-case-in-bhubaneswar/ /wp:embed

ବସ୍-ହାଇଓ୍ବା ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ

ଆଠଗଡ ୬୩: ୬୫ ନମ୍ବର ରାଜ୍ୟ ରାଜପଥରେ ବସ୍ ଦୁର୍ଘଟଣା । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ବସ୍ ଯାତ୍ରୀ । ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":917702,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, କଟକରୁ ନରସିଂହପୁର ଯାଉଥିବା ଏକ ଘରୋଇ ବସ୍ ୬୫ ନମ୍ବର ରାଜ୍ୟ ରାଜପଥ ଭୋଗରା ଛକ ନିକଟରେ ହାଇୱା ସହିତ ମୁହାଁମୁହିଁ ଧକ୍କା ହୋଇଛି । ବସ୍ଟି ହାଇଓ୍ବାସହ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍‌ରେ ଥିବା ୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ମହିଳା ଡାକ୍ତର ମଧ୍ୟ ଅଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଆଠଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ କହିଛନ୍ତି ।

You Can Read : wp:embed {"url":"https://www.prameyanews7.com/police-took-the-accused-and-recreated-the-crime-scene-in-owner-murder-case-in-bhubaneswar/","type":"wp-embed","providerNameSlug":"prameya-news-7"}

https://www.prameyanews7.com/police-took-the-accused-and-recreated-the-crime-scene-in-owner-murder-case-in-bhubaneswar/
/wp:embed