ବସ୍‌ଷ୍ଟାଣ୍ଡରେ କରୁଥିଲେ ଚୋରି, ଧରାପଡ଼ିଲେ ୫ ମହିଳା ଆନ୍ତଃରାଜ୍ୟ ଲୁଟେରା

ଆଠଗଡ଼: ବସ୍‌ଷ୍ଟାଣ୍ଡ୍‌ରେ ଚୋରି କରୁଥିବା ୫ ମହିଳା ଆନ୍ତଃରାଜ୍ୟ ଲୁଟେରା ଗିରଫ । ସ୍ଥାନୀୟ ଲୋକ ଏମାନଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି।ସୂଚନା ଅନୁଯାୟୀ, ଆଠଗଡ଼ ବସଷ୍ଟାଣ୍ଡ୍‌ରେ ଏହି ଲୁଟେରାମାନେ ଲୁଟ୍‌ କରୁଥିଲେ। ବସ୍ ଭିତରୁ ସାମଗ୍ର ଏବଂ ଯାତ୍ରୀଙ୍କ ଠାରୁ ମଧ୍ୟ ଲୁ୍‌ଟ୍‌ କରୁଥିଲ। ହେଲେ ଶୁକ୍ରବାର ଏକ ବସ୍‌ ଭିତରୁ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରିଥିଲେ। ଲୁଟରେ ସମ୍ପୃକ୍ତ ଥିବା ୫ ମହିଳାଙ୍କ ଘର ବାହାର ରାଜ୍ୟରେ ବୋଲି ଜଣାପଡ଼ିଛି। ପୂର୍ବରୁ ଅନେକ ଚୋରି ଘଟଣାରେ ଏମାନେ ସାମିଲ ଥିବା ସ୍ଥାନୀୟ ଲୋକେ ଆଣିଥିଲେ ଅଭିଯୋଗ। ତେବେ ଆଠଗଡ଼ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବସ୍‌ଷ୍ଟାଣ୍ଡରେ କରୁଥିଲେ ଚୋରି, ଧରାପଡ଼ିଲେ ୫ ମହିଳା ଆନ୍ତଃରାଜ୍ୟ ଲୁଟେରା

ଆଠଗଡ଼: ବସ୍‌ଷ୍ଟାଣ୍ଡ୍‌ରେ ଚୋରି କରୁଥିବା ୫ ମହିଳା ଆନ୍ତଃରାଜ୍ୟ ଲୁଟେରା ଗିରଫ । ସ୍ଥାନୀୟ ଲୋକ ଏମାନଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି।

ସୂଚନା ଅନୁଯାୟୀ, ଆଠଗଡ଼ ବସଷ୍ଟାଣ୍ଡ୍‌ରେ ଏହି ଲୁଟେରାମାନେ ଲୁଟ୍‌ କରୁଥିଲେ। ବସ୍ ଭିତରୁ ସାମଗ୍ର ଏବଂ ଯାତ୍ରୀଙ୍କ ଠାରୁ ମଧ୍ୟ ଲୁ୍‌ଟ୍‌ କରୁଥିଲ। ହେଲେ ଶୁକ୍ରବାର ଏକ ବସ୍‌ ଭିତରୁ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରିଥିଲେ। 

ଲୁଟରେ ସମ୍ପୃକ୍ତ ଥିବା ୫ ମହିଳାଙ୍କ ଘର ବାହାର ରାଜ୍ୟରେ ବୋଲି ଜଣାପଡ଼ିଛି। ପୂର୍ବରୁ ଅନେକ ଚୋରି ଘଟଣାରେ ଏମାନେ ସାମିଲ ଥିବା ସ୍ଥାନୀୟ ଲୋକେ ଆଣିଥିଲେ ଅଭିଯୋଗ। ତେବେ ଆଠଗଡ଼ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।