ବହୁ ଚର୍ଚିତ ଜାରିଙ୍ଗ ଗଣଦୁଷ୍କର୍ମ ମାମଲାର ରାୟପ୍ରକାଶ,୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ l

କଳାହାଣ୍ଡି:୨୦/୧୧ ବହୁଚର୍ଚ୍ଚିତ ଜରିଙ୍ଗ ଗଣଦୁଷ୍କର୍ମ ମାମଲାରେ ରାୟପ୍ରକାଶ l ୬ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଧର୍ମଗଡ l ଘଟଣା କ୍ରମ ଅନୁଯାୟୀ ୨୦୧୯ମସିହା ସେପ୍ଟେମ୍ବର ୧୪ ତାରିଖ କୋକସରା ଅଞ୍ଚଳର ଜଣେ ଯୁବତୀ କୌଣସି କାମ ରେ ଭବାନୀପାଟଣା ଆସିଥିଲେ ବସ ଫେଲ ହୋଇ ଥିବା ବେଳେ ଭବାନୀପାଟଣା ବସଷ୍ଟାଣ୍ଡରେ ଯୁବତୀ ଜଣେ ଥିବା ବେଳେ କୋକସରା ଅଞ୍ଚଳର ଜଣେ ଯୁବକ ସହ ଗାଡ଼ିରେ କୋକସରା […] The post ବହୁ ଚର୍ଚିତ ଜାରିଙ୍ଗ ଗଣଦୁଷ୍କର୍ମ ମାମଲାର ରାୟପ୍ରକାଶ,୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ l appeared first on Odisha.News.

ବହୁ ଚର୍ଚିତ ଜାରିଙ୍ଗ ଗଣଦୁଷ୍କର୍ମ ମାମଲାର ରାୟପ୍ରକାଶ,୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ l

କଳାହାଣ୍ଡି:୨୦/୧୧
ବହୁଚର୍ଚ୍ଚିତ ଜରିଙ୍ଗ ଗଣଦୁଷ୍କର୍ମ ମାମଲାରେ ରାୟପ୍ରକାଶ l ୬ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଧର୍ମଗଡ l ଘଟଣା କ୍ରମ ଅନୁଯାୟୀ ୨୦୧୯ମସିହା ସେପ୍ଟେମ୍ବର ୧୪ ତାରିଖ କୋକସରା ଅଞ୍ଚଳର ଜଣେ ଯୁବତୀ କୌଣସି କାମ ରେ ଭବାନୀପାଟଣା ଆସିଥିଲେ ବସ ଫେଲ ହୋଇ ଥିବା ବେଳେ ଭବାନୀପାଟଣା ବସଷ୍ଟାଣ୍ଡରେ ଯୁବତୀ ଜଣେ ଥିବା ବେଳେ କୋକସରା ଅଞ୍ଚଳର ଜଣେ ଯୁବକ ସହ ଗାଡ଼ିରେ କୋକସରା ଫେରୁଥିଲେ ସେହି ସମୟରେ ଜାରିଙ୍ଗ ଜଙ୍ଗଲ ନିକଟରେ ମୁଖ୍ୟ ଅଭିଯୁକ୍ତ ଲଲାଟେନ୍ଦୁ ଶବର ତାଙ୍କ ବାଇକ କୁ ସ୍ଲୋ କରିଥିଲେ ପରେ ପରେ ଅନ୍ୟ ଅଭିଯୁକ୍ତ ମାନେ ଆସି ଯୁବତୀଙ୍କୁ ଉଠାଇ ନେଇ ଗେଙ୍ଗରେପ କରିଥିଲେ ଏବଂ ରେପ କରିବା ସମୟରେ ଭିଡିଓ ଉତ୍ତୋଳନ କରିଥିଲେ l ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ଛାଡି ଦେଇଥିଲେ ଏବଂ ଏହି ଘଟଣା ବିଷୟରେ କାହା ପାଖରେ ପ୍ରକାଶ କଲେ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ l ଯାହା ଫଳରେ ଯୁବତୀ ଘାଟଣ ସମ୍ପର୍କରେ କାହା ପାଖରେ କିଛି କହିନଥିଲେ ହେଲେ କିଛି ଦିନ ପରେ ଯେତେବେଳେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହୋଇଥିଲା l ଜୁନାଗଡ଼ ପୋଲିସ ନିଜେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ଏବଂ ଯୁବତୀ ଙ୍କ ବୟାନ ଆଧାରରେ ୬ ଜଣଙ୍କୁ ଗିରଫ କରିଥିଲା l ଏହି ମାମଲାରେ ଆଜି ରାୟପ୍ରକାଶ ପାଇଁ ଥିବା ବେଳେ ଅତିରିକ୍ତ ଜିଲ୍ଲା ଦୌରା ଜଜ ସମସ୍ତ ସାକ୍ଷୀ ପ୍ରମାଣ ଆଧାରରେ ୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l

The post ବହୁ ଚର୍ଚିତ ଜାରିଙ୍ଗ ଗଣଦୁଷ୍କର୍ମ ମାମଲାର ରାୟପ୍ରକାଶ,୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ l appeared first on Odisha.News.