ବାଂଲାଦେଶ କୂଟନୀତିଜ୍ଞଙ୍କୁ ଭାରତର ସମନ

ନୂଆଦିଲ୍ଲୀ,୧୪।୧: ଭାରତ-ବାଂଲାଦେଶ ସୀମାରେ ବିବାଦ ବଢ଼ିବାରେ ଲାଗିଛି। ଏନେଇ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ସମନ ଜାରି କରିଥିଲା। ଏହାର ଦିନକ ପରେ ଭାରତ ସରକାର ବାଂଲାଦେଶ ଉପଉଚ୍ଚାୟୁକ୍ତ ନୁରାଲ ଇସ୍‌ଲାମଙ୍କୁ ସମନ କରିଛନ୍ତି। ମାଲଦାର ବୈଷ୍ଣବନଗର ଅନ୍ତର୍ଗତ ଶୁକଦେବପୁରରେ ସୀମାନ୍ତ ବାଡ଼ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ସୁରକ୍ଷା ଉଦ୍ଦେଶ୍ୟରେ ସୀମାରେ ବାଡ଼ କରାଯାଉଥିବା ନେଇ ଉଭୟ ସୀମାନ୍ତ ବଳ ବିଏସ୍‌ଏଫ୍‌ ଏବଂ ବିଜିବି ମଧ୍ୟରେ ବୁଝାମଣା ରହିଛି। ସେମାନଙ୍କ ମଧ୍ୟରେ […] The post ବାଂଲାଦେଶ କୂଟନୀତିଜ୍ଞଙ୍କୁ ଭାରତର ସମନ appeared first on Dharitri Odia News.

ବାଂଲାଦେଶ କୂଟନୀତିଜ୍ଞଙ୍କୁ ଭାରତର ସମନ

ନୂଆଦିଲ୍ଲୀ,୧୪।୧: ଭାରତ-ବାଂଲାଦେଶ ସୀମାରେ ବିବାଦ ବଢ଼ିବାରେ ଲାଗିଛି। ଏନେଇ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ସମନ ଜାରି କରିଥିଲା। ଏହାର ଦିନକ ପରେ ଭାରତ ସରକାର ବାଂଲାଦେଶ ଉପଉଚ୍ଚାୟୁକ୍ତ ନୁରାଲ ଇସ୍‌ଲାମଙ୍କୁ ସମନ କରିଛନ୍ତି। ମାଲଦାର ବୈଷ୍ଣବନଗର ଅନ୍ତର୍ଗତ ଶୁକଦେବପୁରରେ ସୀମାନ୍ତ ବାଡ଼ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ସୁରକ୍ଷା ଉଦ୍ଦେଶ୍ୟରେ ସୀମାରେ ବାଡ଼ କରାଯାଉଥିବା ନେଇ ଉଭୟ ସୀମାନ୍ତ ବଳ ବିଏସ୍‌ଏଫ୍‌ ଏବଂ ବିଜିବି ମଧ୍ୟରେ ବୁଝାମଣା ରହିଛି। ସେମାନଙ୍କ ମଧ୍ୟରେ ନିୟମିତ ଯୋଗାଯୋଗ ହୋଇଥାଏ ବୋଲି ବାଂଲାଦେଶରେ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମା ଜଣାଇଥିଲେ।

The post ବାଂଲାଦେଶ କୂଟନୀତିଜ୍ଞଙ୍କୁ ଭାରତର ସମନ appeared first on Dharitri Odia News.