ବାଂଲାଦେଶୀ ନାଁରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼, ଏମିତି କହିଲେ ଭାଜପା ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୧୨।୮: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ରାଜ୍ୟରେ ହାଇ ଆଲର୍ଟ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖାଯାଇଛ। ଜଳ ଓ ସ୍ଥଳପଥ ଉପରେ ନଜର ରହିଛି। ପୋଲିସ ଓ କୋଷ୍ଟଗାର୍ଡକୁ ଆଲର୍ଟ କରାଯାଇଛି। ଅନ୍ୟପକ୍ଷେ ବାଂଲାଦେଶୀ ନାଁରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼ ହେଉଥିବା ଚର୍ଚ୍ଚାକୁ ନେଇ ସେ କହିଛନ୍ତି କାହା ଉପରେ ଅନ୍ୟାୟ ହେବ ନାହିଁ, ସେଥିପ୍ରତି […] The post ବାଂଲାଦେଶୀ ନାଁରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼, ଏମିତି କହିଲେ ଭାଜପା ଉପମୁଖ୍ୟ ସଚେତକ appeared first on Dharitri Odia News.

ବାଂଲାଦେଶୀ ନାଁରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼, ଏମିତି କହିଲେ ଭାଜପା ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୧୨।୮: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ରାଜ୍ୟରେ ହାଇ ଆଲର୍ଟ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖାଯାଇଛ। ଜଳ ଓ ସ୍ଥଳପଥ ଉପରେ ନଜର ରହିଛି। ପୋଲିସ ଓ କୋଷ୍ଟଗାର୍ଡକୁ ଆଲର୍ଟ କରାଯାଇଛି। ଅନ୍ୟପକ୍ଷେ ବାଂଲାଦେଶୀ ନାଁରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼ ହେଉଥିବା ଚର୍ଚ୍ଚାକୁ ନେଇ ସେ କହିଛନ୍ତି କାହା ଉପରେ ଅନ୍ୟାୟ ହେବ ନାହିଁ, ସେଥିପ୍ରତି ନଜର ରହିଛି।

The post ବାଂଲାଦେଶୀ ନାଁରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼, ଏମିତି କହିଲେ ଭାଜପା ଉପମୁଖ୍ୟ ସଚେତକ appeared first on Dharitri Odia News.