ବାଇକ ଆରୋହୀଙ୍କୁ ଧକ୍କା ଦେଇ ଟ୍ରକ୍ ଡ୍ରାଇଭର ଚମ୍ପଟ୍ । ସେପଟେ.. || ODISHA BHASKAR ||
ବାଇକ ଆରୋହୀଙ୍କୁ ଧକ୍କା ଦେଇ ଟ୍ରକ୍ ଡ୍ରାଇଭର ଚମ୍ପଟ୍ । ସେପଟେ ବାଇକ ଆରୋହୀଙ୍କର ଫେରୁନି ଚେତା । ଚୁନା ହୋଇ କୋଉଠି ପଡିଛି ବାଇକ୍ । ପଛଆଡୁ ଧକ୍କା ଦେଇ ଘୋଷାଡି ନେଲା ଟ୍ରକ୍ । ସେପଟେ ଏମିତି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ମାରିଛି ଟ୍ରକ୍