ବାଇକ ସାଇଡ କରିବାକୁ ନେଇ ଯୁବକଙ୍କୁ ଛୁରାମାଡ

ଆନନ୍ଦପୁର : ରାସ୍ତାରେ ଠିଆ ହୋଇଥିବା ବାଇକ ସାଇଡ କରିବାକୁ ନେଇ ଘସିପୁରା ଥାନା ଟୋଲଙ୍କପଡାରେ ଯୁବକଙ୍କୁ ଛୁରାମାଡ । ଗୁରୁତର ଅବସ୍ଥାରେ ଯୁବକ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି। ଗୁରୁତର ଯୁବକ ହେଲେ ଟୋଲଙ୍କପଡା ର ଆଲୋକ କୁମାର ସାହୁ । The post ବାଇକ ସାଇଡ କରିବାକୁ ନେଇ ଯୁବକଙ୍କୁ ଛୁରାମାଡ appeared first on KNews Odisha.

ବାଇକ ସାଇଡ କରିବାକୁ ନେଇ ଯୁବକଙ୍କୁ ଛୁରାମାଡ
cng bike

ଆନନ୍ଦପୁର : ରାସ୍ତାରେ ଠିଆ ହୋଇଥିବା ବାଇକ ସାଇଡ କରିବାକୁ ନେଇ ଘସିପୁରା ଥାନା ଟୋଲଙ୍କପଡାରେ ଯୁବକଙ୍କୁ ଛୁରାମାଡ । ଗୁରୁତର ଅବସ୍ଥାରେ ଯୁବକ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି। ଗୁରୁତର ଯୁବକ ହେଲେ ଟୋଲଙ୍କପଡା ର ଆଲୋକ କୁମାର ସାହୁ ।

The post ବାଇକ ସାଇଡ କରିବାକୁ ନେଇ ଯୁବକଙ୍କୁ ଛୁରାମାଡ appeared first on KNews Odisha.