ବାଇକକୁ ଧକ୍କା ଦେଲା ବସ୍: ମାଆ ମୃତ, ପୁଅ ଗୁରୁତର
ଯାଜପୁର: ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଚୋରଦା ବାଇପାସ୍ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଧକ୍କାରେ ମାଆର ମୃତ୍ୟୁ ଘଟିଥିବାବେଳେ ପୁଅ ଆହତ ହୋଇଛି। ଉଭୟ ମାଆ ଓ ପୁଅ ବାଇକରେ ଯାଉଥିଲେ। ଏହି ସମୟରେ ପଛପଟୁ ଏକ ବସ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମାଆଙ୍କର ମୃତ୍ୟୁ ଘଟିଥିବାବେଳେ ପୁଅ ଆହତ ହୋଇଥିଲେ। ମୃତ ମହିଳା ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ।