ବାଇକକୁ ପିଟିଲା ଟ୍ରକ, ୨ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ଅନ୍ତର୍ଗତ ମେରାମଣ୍ଡଳୀ ( ଚିନ୍ତା ପୋଖରୀ ) ଛକ ନିକଟରେ ଟ୍ରକ ଏବଂ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ  ୨ ଜଣ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି ହୋଇଥିଲେ । ମେଡ଼ିକାଲ ପହଞ୍ଚିବା ପରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।  ମୃତ୍ୟୁ ବରଣ କରିଥିବା ୨ଜଣ ହେଲେ ଢେଙ୍କାନାଳ ଚନ୍ଦ୍ରଶେଖର ପ୍ରସାଦ ଗ୍ରାମର ପିନୁ ଧଳ, ସାଲେପୁର […] The post ବାଇକକୁ ପିଟିଲା ଟ୍ରକ, ୨ ମୃତ appeared first on KNews Odisha.

ବାଇକକୁ ପିଟିଲା ଟ୍ରକ, ୨ ମୃତ
medical

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ଅନ୍ତର୍ଗତ ମେରାମଣ୍ଡଳୀ ( ଚିନ୍ତା ପୋଖରୀ ) ଛକ ନିକଟରେ ଟ୍ରକ ଏବଂ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ  ୨ ଜଣ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି ହୋଇଥିଲେ । ମେଡ଼ିକାଲ ପହଞ୍ଚିବା ପରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।  ମୃତ୍ୟୁ ବରଣ କରିଥିବା ୨ଜଣ ହେଲେ ଢେଙ୍କାନାଳ ଚନ୍ଦ୍ରଶେଖର ପ୍ରସାଦ ଗ୍ରାମର ପିନୁ ଧଳ, ସାଲେପୁର ଅଞ୍ଚଳର ସୁବ୍ରତ ମହାପାତ୍ର  । ଦୁଇ ଜଣ HDFC ବ୍ୟାଙ୍କର ଗୃପ ଲୋନ କଲେକ୍ସନ କରି ଫେରୁଥିବା ବେଳେ ପଛରୁ ଏକ ଟ୍ରକ ପିଟିଥିଲା ।

The post ବାଇକକୁ ପିଟିଲା ଟ୍ରକ, ୨ ମୃତ appeared first on KNews Odisha.