ବାଇକ୍‌ ଆରୋହୀଙ୍କ ଉପରେ ମାଡିଗଲା ଟ୍ୟାଙ୍କର, ଘଟଣାସ୍ଥଳରେ ଦୁଇ ମୃତ

କେନ୍ଦ୍ରାପଡା ୧୦।୧୦ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଉ ଏହି ଦୁର୍ଘଟଣାରେ ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ । ବର୍ତ୍ତମାନ ସୁଦ୍ଧା ଦୁଇ ମୃତକଙ୍କ ପରିଚୟ ମିଳିନାହିଁ । ଖବର ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଅଳାବାଙ୍କ ଛକ ନିକଟରେ ଘଟିଛି ମର୍ମନ୍ତଦ ସଡ଼କ ଦୁର୍ଘଟଣା ।ଦୁଇ ବାଇକ ଆରୋହୀଙ୍କ ଉପରେ ମାଡିଗଲା ଟ୍ୟାଙ୍କର । ଯାହାଫଳରେ ବାଇକ୍‌ରେ ଥିବା ଦୁଇ ଆରୋହୀଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ମୃତକଙ୍କ ପରିଚୟ ମିଳିନାହିଁ । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିବାରେ ଲାଗିଛି । କିଭଳି ଏବଂ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା । ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି । 

ବାଇକ୍‌ ଆରୋହୀଙ୍କ ଉପରେ ମାଡିଗଲା ଟ୍ୟାଙ୍କର, ଘଟଣାସ୍ଥଳରେ ଦୁଇ ମୃତ

କେନ୍ଦ୍ରାପଡା ୧୦।୧୦ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଉ ଏହି ଦୁର୍ଘଟଣାରେ ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ । ବର୍ତ୍ତମାନ ସୁଦ୍ଧା ଦୁଇ ମୃତକଙ୍କ ପରିଚୟ ମିଳିନାହିଁ । 

ଖବର ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଅଳାବାଙ୍କ ଛକ ନିକଟରେ ଘଟିଛି ମର୍ମନ୍ତଦ ସଡ଼କ ଦୁର୍ଘଟଣା ।ଦୁଇ ବାଇକ ଆରୋହୀଙ୍କ ଉପରେ ମାଡିଗଲା ଟ୍ୟାଙ୍କର । ଯାହାଫଳରେ ବାଇକ୍‌ରେ ଥିବା ଦୁଇ ଆରୋହୀଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ମୃତକଙ୍କ ପରିଚୟ ମିଳିନାହିଁ । 

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିବାରେ ଲାଗିଛି । କିଭଳି ଏବଂ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା । ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।