ବାଇକ୍‌ ଦୁର୍ଘଟଣାରେ ଦୁଇ ମୃତ ଜଣେ ଗୁରୁତର

କଳାହାଣ୍ଡି: ବାଇକ୍‌ ଦୁର୍ଘଟଣାରେ ଦୁଇ ମୃତ ଜଣେ ଗୁରୁତର। ଘଟଣା ଘଟିଛି କଳାହାଣ୍ଡି ପିପଲଭାଡ଼ି ନିକଟରେ। ମୃତକ ଦୁଇଜଣ ହେଲେ ଠେମରା ଗାଁ ର ଦୁର୍ବାଦଲ ଶବର(୩୫) ଓ ଘନଶ୍ୟାମ ଶବର (୨୭) ।ସୂଚନା ଅନୁଯାୟୀ, ସମସ୍ତେ ଭୋଜି ଖାଇ ଫେରୁଥିବା ସମୟରେ ପିପଲଭାଡ଼ି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ତେବେ ଗୁରୁତର ବିକ୍ରମ ଶବର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସର ତଦନ୍ତ ଜାରି ।

ବାଇକ୍‌ ଦୁର୍ଘଟଣାରେ ଦୁଇ ମୃତ ଜଣେ ଗୁରୁତର

କଳାହାଣ୍ଡି: ବାଇକ୍‌ ଦୁର୍ଘଟଣାରେ ଦୁଇ ମୃତ ଜଣେ ଗୁରୁତର। ଘଟଣା ଘଟିଛି କଳାହାଣ୍ଡି ପିପଲଭାଡ଼ି ନିକଟରେ। ମୃତକ ଦୁଇଜଣ ହେଲେ ଠେମରା ଗାଁ ର ଦୁର୍ବାଦଲ ଶବର(୩୫) ଓ ଘନଶ୍ୟାମ ଶବର (୨୭) ।

ସୂଚନା ଅନୁଯାୟୀ, ସମସ୍ତେ ଭୋଜି ଖାଇ ଫେରୁଥିବା ସମୟରେ ପିପଲଭାଡ଼ି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। 

ତେବେ ଗୁରୁତର ବିକ୍ରମ ଶବର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସର ତଦନ୍ତ ଜାରି ।