ବାଇକ୍କୁ ଧକ୍କା ଦେଲା ଟ୍ରକ୍, ୩ମୃତ
ରାଣୀତେଲ,୨୧।୧: ଭଦ୍ରକର ରାଣୀତେଲ ହାଇଟେକ କଲେଜ ନିକଟରେ ହୋଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୩ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱରରୁ ଆସୁଥିବା ଏକ ଟ୍ରକ୍ ୩ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସେମାନଙ୍କର ଜୀବନ ଚାଲିଯାଇଛି। ସେମାନେ ମାର୍କୋଣାଆଡକୁ ଯାଉଥିବାବେଳେ ପଛରୁ ଟ୍ରକ୍ ଧକ୍କା ଦେଇଛି। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି The post ବାଇକ୍କୁ ଧକ୍କା ଦେଲା ଟ୍ରକ୍, ୩ମୃତ appeared first on Dharitri Odia News.
ରାଣୀତେଲ,୨୧।୧: ଭଦ୍ରକର ରାଣୀତେଲ ହାଇଟେକ କଲେଜ ନିକଟରେ ହୋଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୩ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱରରୁ ଆସୁଥିବା ଏକ ଟ୍ରକ୍ ୩ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସେମାନଙ୍କର ଜୀବନ ଚାଲିଯାଇଛି। ସେମାନେ ମାର୍କୋଣାଆଡକୁ ଯାଉଥିବାବେଳେ ପଛରୁ ଟ୍ରକ୍ ଧକ୍କା ଦେଇଛି। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
The post ବାଇକ୍କୁ ଧକ୍କା ଦେଲା ଟ୍ରକ୍, ୩ମୃତ appeared first on Dharitri Odia News.