ବାଇକ୍‌କୁ ଧକ୍କା ଦେଲା ଟ୍ରେଲର, ଘଟଣାସ୍ଥଳରେ ମା’ ଓ ପୁଅଙ୍କ ମୃତ୍ୟୁ

ସମ୍ବଲପୁର ୨୧।୭: ସମ୍ବଲପୁର କୁଚିଣ୍ଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଟ୍ରେଲର । ଦୁର୍ଘଟଣାରେ ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି ।ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଲଇଡାଗୁନା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ୍‌କୁ ଧକ୍କା ଦେଇଛି ଟ୍ରେଲର । ଟ୍ରେଲର ଧକ୍କାରେ ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା ଟ୍ରେଲରକୁ ଅଟକ ରଖାଯାଇଛି । ଉଭୟ ମା’ ଓ ପୁଅ କୁରୁମଲେଇ ଗାଁର ସୁବାସିନୀ ନାଏକ ଓ ସୁବ୍ରତ ନାଏକ ବୋଲି ଜଣାପଡିଛି । ତେବେ କୌଣସି କାମରେ କୁଚିଣ୍ଡା ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରେ କୁଚିଣ୍ଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି କରିଛି ।You Can Read:ଲଗାଣ ବର୍ଷାରେ ବଢିଲା ମାଛକୁଣ୍ଡ ଜଳଭଣ୍ଡାରର ଜଳସ୍ତର, ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ

ବାଇକ୍‌କୁ ଧକ୍କା ଦେଲା ଟ୍ରେଲର, ଘଟଣାସ୍ଥଳରେ ମା’ ଓ ପୁଅଙ୍କ ମୃତ୍ୟୁ

ସମ୍ବଲପୁର ୨୧ସମ୍ବଲପୁର କୁଚିଣ୍ଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଟ୍ରେଲର । ଦୁର୍ଘଟଣାରେ ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଲଇଡାଗୁନା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ୍‌କୁ ଧକ୍କା ଦେଇଛି ଟ୍ରେଲର । ଟ୍ରେଲର ଧକ୍କାରେ ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା ଟ୍ରେଲରକୁ ଅଟକ ରଖାଯାଇଛି । ଉଭୟ ମା’ ଓ ପୁଅ କୁରୁମଲେଇ ଗାଁର ସୁବାସିନୀ ନାଏକ ଓ ସୁବ୍ରତ ନାଏକ ବୋଲି ଜଣାପଡିଛି । ତେବେ କୌଣସି କାମରେ କୁଚିଣ୍ଡା ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରେ କୁଚିଣ୍ଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି କରିଛି ।

You Can Read:

ଲଗାଣ ବର୍ଷାରେ ବଢିଲା ମାଛକୁଣ୍ଡ ଜଳଭଣ୍ଡାରର ଜଳସ୍ତର, ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ