ବାକି ଆବେଦନକାରୀଙ୍କୁ କେବେ ମିଳିବ ସୁଭଦ୍ରା ଟଙ୍କା ?
ଆଜି ଜନତା ମୈଦାନରେ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଆକାଉଣ୍ଟକୁ ଆସିନି କି ୫ ହଜାର ଟଙ୍କା ? ତେବେ ବାକି ଆବେଦନକାରୀଙ୍କୁ କେବେ ମିଳିବ ସୁଭଦ୍ର ଟଙ୍କା ? ଦେଖନ୍ତୁ ପୂରା ରିପୋର୍ଟ।