ବାଘଛାଲ ଡିଲ୍ ବେଳେ ଶିକାରୀଙ୍କୁ ମାଡ଼ିବସିଲା STF, ଜଣେ ଗିରଫ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ STF କବଜାରେ ବାଘଛାଲ ଶିକାରୀ ।  କଲରାପତରିଆ ବାଘଛାଲ ଡିଲ୍ ବେଳେ ଶିକାରୀଙ୍କୁ ମାଡ଼ିବସିଲା STF  ।  ବଲାଙ୍ଗିର ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା-ମନମୁଣ୍ଡା ରାସ୍ତା ମେହେରୁଣୀ ସେତୁ ନିକଟରେ ଚାଲିଥିଲା ଡିଲ୍ । ଗିରଫ ଅଭିଯୁକ୍ତ ହେଲା ପରିବନ୍ଧ ଗ୍ରାମର ନାରାୟଣ ମାଝୀ । ଗିରଫ ପରେ ତାକୁ କଣ୍ଟାମାଳ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଏନେଇ ଏସଟିଏଫ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ ହୋଇଛି […] The post ବାଘଛାଲ ଡିଲ୍ ବେଳେ ଶିକାରୀଙ୍କୁ ମାଡ଼ିବସିଲା STF, ଜଣେ ଗିରଫ appeared first on KNews Odisha.

ବାଘଛାଲ ଡିଲ୍ ବେଳେ ଶିକାରୀଙ୍କୁ ମାଡ଼ିବସିଲା STF, ଜଣେ ଗିରଫ
tiger 1

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ STF କବଜାରେ ବାଘଛାଲ ଶିକାରୀ ।  କଲରାପତରିଆ ବାଘଛାଲ ଡିଲ୍ ବେଳେ ଶିକାରୀଙ୍କୁ ମାଡ଼ିବସିଲା STF  ।  ବଲାଙ୍ଗିର ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା-ମନମୁଣ୍ଡା ରାସ୍ତା ମେହେରୁଣୀ ସେତୁ ନିକଟରେ ଚାଲିଥିଲା ଡିଲ୍ । ଗିରଫ ଅଭିଯୁକ୍ତ ହେଲା ପରିବନ୍ଧ ଗ୍ରାମର ନାରାୟଣ ମାଝୀ । ଗିରଫ ପରେ ତାକୁ କଣ୍ଟାମାଳ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଏନେଇ ଏସଟିଏଫ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜବତ କଲରାପତରିଆ ବାଘ ଛାଲକୁ ପରୀକ୍ଷା ପାଇଁ ଡେରାଡୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନକୁ ପଠାଯିବ ।

The post ବାଘଛାଲ ଡିଲ୍ ବେଳେ ଶିକାରୀଙ୍କୁ ମାଡ଼ିବସିଲା STF, ଜଣେ ଗିରଫ appeared first on KNews Odisha.