ବାଣୀବିହାର ଷ୍ଟେଶନରେ ଅଘଟଣ: ଟ୍ରେନ୍ ଲାଇନ୍ରେ ଶୋଇପଡ଼ିଲେ ଯୁବକ…
ଭୁବନେଶ୍ୱର,୩୦।୭: ଭୁବନେଶ୍ୱର ବାଣୀବିହାର ଷ୍ଟେଶନରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଟ୍ରେନ୍ ଲାଇନରେ ଶୋଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଯୁବକ ଜଣଙ୍କ ହଠାତ୍ ଟ୍ରେନ୍ ଆସୁଥିବା ଦେଖି ଲାଇନ୍ରେ ଶୋଇପଡ଼ିଥିଲେ। ଫଳରେ ତାଙ୍କ ଉପରେ ଟ୍ରେନ୍ ଚଢିଯାଇଥିଲା। The post ବାଣୀବିହାର ଷ୍ଟେଶନରେ ଅଘଟଣ: ଟ୍ରେନ୍ ଲାଇନ୍ରେ ଶୋଇପଡ଼ିଲେ ଯୁବକ… appeared first on Dharitri Odia News.
ଭୁବନେଶ୍ୱର,୩୦।୭: ଭୁବନେଶ୍ୱର ବାଣୀବିହାର ଷ୍ଟେଶନରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଟ୍ରେନ୍ ଲାଇନରେ ଶୋଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଯୁବକ ଜଣଙ୍କ ହଠାତ୍ ଟ୍ରେନ୍ ଆସୁଥିବା ଦେଖି ଲାଇନ୍ରେ ଶୋଇପଡ଼ିଥିଲେ। ଫଳରେ ତାଙ୍କ ଉପରେ ଟ୍ରେନ୍ ଚଢିଯାଇଥିଲା।
The post ବାଣୀବିହାର ଷ୍ଟେଶନରେ ଅଘଟଣ: ଟ୍ରେନ୍ ଲାଇନ୍ରେ ଶୋଇପଡ଼ିଲେ ଯୁବକ… appeared first on Dharitri Odia News.