ବାତ୍ୟା ପ୍ରସ୍ତୁତି ; ଶୂନଶାନ୍ ପୁରୀ ସମୁଦ୍ର କୂଳରେ ଥିବା ବିଭିନ୍ନ ହୋଟେଲ

ପୁରୀ 23/10 :  ବାତ୍ୟା ପୂର୍ବରୁ ଶୁନଶାନ୍ ପୁରୀ ସମୁଦ୍ର କୂଳ। ଖାଁ ଖାଁ ସମୁଦ୍ର କୂଳରେ ଥିବା ବିଭିନ୍ନ ହୋଟେଲ। ବାତ୍ୟା ପୂର୍ବରୁ ପୁରୀ ଛାଡ଼ି ନିଜ ଘରକୁ ଫେରିଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ଏବେ ଘର ମୁହାଁ ହୋଇଛନ୍ତି ପର୍ଯ୍ୟଟକ। ହୋଟେଲରେ ପର୍ଯ୍ୟଟକ ନଥିବାରୁ ଅଧିକାଂଶ ହୋଟେଲ ଖାଲି ହୋଇଯାଇଥିବା ବେଳେ ଚିନ୍ତାରେ ପଡିଯାଇଛନ୍ତି ହୋଟେଲ୍ ମାଲିକ।ତେବେ ଯେଉଁ ସବୁ ହୋଟେଲ ଗୁଡିକରେ ପର୍ଯ୍ୟଟକ ଅଛନ୍ତି ସେମାନେ କିଭଳି ସୁରକ୍ଷିତ ଭାବେ ରହିବେ ଏବଂ ସେମାନଙ୍କୁ ସୁରକ୍ଷା ଦିଆଯିବ ସେନେଇ ମଧ୍ୟ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ହୋଟେଲ୍ ମାଲିକ। ତେବେ ପର୍ଯ୍ୟଟକମାନେ ହୋଟେଲ ଛାଡ଼ି ନିଜ ଘରକୁ ଫେରିଯାଇଥିବା ବେଳେ ହୋଟେଲ୍ ମାଲିକ ଚିନ୍ତା ବ୍ୟକ୍ତ କରିଛନ୍ତି। ପାରାଦୀପ ଠାରୁ ୪୬୦ କିମି ଦୂରରେ ଦାନା, ଘଣ୍ଟାପ୍ରତି ୧୨ କିମି ବେଗରେ ସ୍ଥଳଭାଗ ମୁହାଁ

ବାତ୍ୟା ପ୍ରସ୍ତୁତି ; ଶୂନଶାନ୍ ପୁରୀ ସମୁଦ୍ର କୂଳରେ ଥିବା ବିଭିନ୍ନ ହୋଟେଲ

ପୁରୀ 23/10 :  ବାତ୍ୟା ପୂର୍ବରୁ ଶୁନଶାନ୍ ପୁରୀ ସମୁଦ୍ର କୂଳ। ଖାଁ ଖାଁ ସମୁଦ୍ର କୂଳରେ ଥିବା ବିଭିନ୍ନ ହୋଟେଲ। ବାତ୍ୟା ପୂର୍ବରୁ ପୁରୀ ଛାଡ଼ି ନିଜ ଘରକୁ ଫେରିଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ଏବେ ଘର ମୁହାଁ ହୋଇଛନ୍ତି ପର୍ଯ୍ୟଟକ। ହୋଟେଲରେ ପର୍ଯ୍ୟଟକ ନଥିବାରୁ ଅଧିକାଂଶ ହୋଟେଲ ଖାଲି ହୋଇଯାଇଥିବା ବେଳେ ଚିନ୍ତାରେ ପଡିଯାଇଛନ୍ତି ହୋଟେଲ୍ ମାଲିକ।


ତେବେ ଯେଉଁ ସବୁ ହୋଟେଲ ଗୁଡିକରେ ପର୍ଯ୍ୟଟକ ଅଛନ୍ତି ସେମାନେ କିଭଳି ସୁରକ୍ଷିତ ଭାବେ ରହିବେ ଏବଂ ସେମାନଙ୍କୁ ସୁରକ୍ଷା ଦିଆଯିବ ସେନେଇ ମଧ୍ୟ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ହୋଟେଲ୍ ମାଲିକ। ତେବେ ପର୍ଯ୍ୟଟକମାନେ ହୋଟେଲ ଛାଡ଼ି ନିଜ ଘରକୁ ଫେରିଯାଇଥିବା ବେଳେ ହୋଟେଲ୍ ମାଲିକ ଚିନ୍ତା ବ୍ୟକ୍ତ କରିଛନ୍ତି। 

ପାରାଦୀପ ଠାରୁ ୪୬୦ କିମି ଦୂରରେ ଦାନା, ଘଣ୍ଟାପ୍ରତି ୧୨ କିମି ବେଗରେ ସ୍ଥଳଭାଗ ମୁହାଁ