ବାପା ନାଁ ସଇତାନ?

 ବାପା ଆମକୁ କାହିଁକି ମାରିଲ...ଆମେ କ’ଣ ଏତେ ଖରାପ ଥିଲୁ। ମା’ ମରିଯିବା ପରେ ତମେ ନୂଆ ମା’ ଆଣିବାକୁ କହିଲ, ଦ୍ୱିତୀୟ ବିବାହ ପାଇଁ ଜିଦ ଧରିଲ। ଆଉ ଆମେ ମନା କରିବାରୁ ଆମକୁ ସବୁଦିନ ପାଇଁ ଶୁଆଇଦେଲ

ବାପା ନାଁ ସଇତାନ?
Array