Congress Committee Tension: କଂଗ୍ରେସରେ ତେଜିଲା କମିଟି କନ୍ଦଳ, ପିସିସି ମୁଖିଆଙ୍କୁ ମହଙ୍ଗା ପଡ଼ିଲା ବରିଷ୍ଠଙ୍କୁ ଅଣଦେଖା

ପିସିସି ସଭାପତି ଭକ୍ତ ଦାସଙ୍କୁ ବଡ଼ ଝଟକା । ହାତ ଝାଡ଼ି ଦେଲେ ବରିଷ୍ଠ । ମହଙ୍ଗା ପଡିଲା କମିଟିରେ ନେତାଙ୍କୁ ଅଣଦେଖା ! ଆଜି ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ କଂଗ୍ରେସ୍‌ର ଏ ଧାରଣାରୁ ସାମ୍ନାକୁ ଆସିଛି ଦଳ ଭିତରେ ଥିବା ଫାଟ ଆଉ ଅସନ୍ତୋଷ ।

Congress Committee Tension: କଂଗ୍ରେସରେ ତେଜିଲା କମିଟି କନ୍ଦଳ, ପିସିସି ମୁଖିଆଙ୍କୁ ମହଙ୍ଗା ପଡ଼ିଲା ବରିଷ୍ଠଙ୍କୁ ଅଣଦେଖା
Array