ବାପା ମୁଁ ବଡ଼ ଅଫିସର ହେଲି, ତମେ ଆଉ ରାସ୍ତାରେ ବସନି

କହନ୍ତି, କିଏ ଏଠି ପାଦ ତଳେ ଅରାଏ ମାଟି, ମୁଣ୍ଡ ଉପରେ ଚେନାଏ ଆକାଶ ପାଇଁ ସଙ୍ଘର୍ଷ କରୁଛି ତ, ଆଉ କିଏ ଦେହକୁ କପଡା ଖଣ୍ଡେ, ପେଟକୁ ମୁଠାଏ ଦାନା ପାଇଁ ସଙ୍ଘର୍ଷ କରୁଛି। କିନ୍ତୁ ଏଠି ପିଲାଙ୍କ ଭବିଷ୍ୟତ ପାଇଁ ଲୁହକୁ ଲହୁ କରି ପିଉଛନ୍ତି ବାପା ମା। ପ୍ରତି ମୁହୁର୍ତ୍ତରେ ଭାଙ୍ଗିଛନ୍ତି ଆଉ ଲୁହ ପୋଛି ଝିଅର ସ୍ୱପ୍ନକୁ ସାକାର କରିବା ଲାଗି ସବୁ କିଛି ତୁଚ୍ଛ କରି ଆଗକୁ ବଢୁଛନ୍ତି।