ବାପା ହେବାକୁ ଯାଉଛନ୍ତି ବରୁଣ

ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧାୱନ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ସେ ନିଜେ ଏନେଇ ସୂଚନା ଦେଇଛନ୍ତି। ବରୁଣ ସ୍ତ୍ରୀ ନତାଶା ଦଲାଲଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ବେବି ବମ୍ପକୁ ଚମ୍ବନ ଦେଉଥିବାର ଦେଖାଯାଇଛି। ଫଟୋ ଶେୟାର କରି ବରୁଣ କହିଛନ୍ତି, ଆମେ ପ୍ରେଗ୍‌ନାଣ୍ଟ ଏବଂ ଆପଣମାନଙ୍କ ପ୍ରେମ ଏବଂ ପ୍ରାର୍ଥନା ଆବଶ୍ୟକ। ବରୁଣ ଏବଂ ନତାଶା ୨୦୨୧ରେ ବିବାହ କରିଥିଲେ, ଯଦିଓ ସେମାନେ ବର୍ଷ ବର୍ଷ ଧରି ପରସ୍ପରକୁ […] The post ବାପା ହେବାକୁ ଯାଉଛନ୍ତି ବରୁଣ appeared first on Dharitri Odia News.

ବାପା ହେବାକୁ ଯାଉଛନ୍ତି ବରୁଣ

ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧାୱନ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ସେ ନିଜେ ଏନେଇ ସୂଚନା ଦେଇଛନ୍ତି। ବରୁଣ ସ୍ତ୍ରୀ ନତାଶା ଦଲାଲଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ବେବି ବମ୍ପକୁ ଚମ୍ବନ ଦେଉଥିବାର ଦେଖାଯାଇଛି। ଫଟୋ ଶେୟାର କରି ବରୁଣ କହିଛନ୍ତି, ଆମେ ପ୍ରେଗ୍‌ନାଣ୍ଟ ଏବଂ ଆପଣମାନଙ୍କ ପ୍ରେମ ଏବଂ ପ୍ରାର୍ଥନା ଆବଶ୍ୟକ।
ବରୁଣ ଏବଂ ନତାଶା ୨୦୨୧ରେ ବିବାହ କରିଥିଲେ, ଯଦିଓ ସେମାନେ ବର୍ଷ ବର୍ଷ ଧରି ପରସ୍ପରକୁ ଜାଣିଥିଲେ।

 

View this post on Instagram

 

A post shared by VarunDhawan (@varundvn)

The post ବାପା ହେବାକୁ ଯାଉଛନ୍ତି ବରୁଣ appeared first on Dharitri Odia News.