Digital Arrerst: ମହିଳା ଡାକ୍ତରଙ୍କୁ କରିଦେଲେ ଡିଜିଟାଲ ଆରେଷ୍ଟ, ନେଇଗଲେ ଜୀବନସାରା ଅର୍ଜିଥିବା ସମ୍ପତ୍ତି
ମହିଳାଙ୍କୁ ନକଲି ପୋଲିସ ଇନ୍ସପେକ୍ଟର ଓ ସରକାରୀ ଓକିଲଙ୍କ ନାମରେ ଫୋନ୍ ଆସିଥିଲା। ମହିଳାଙ୍କୁ ଯେକୌଣସି ଅପରାଧରେ ଫସାଇ ଦେବା ପାଇଁ ଧମକ ଦିଆଯାଉଥିଲା। ଏହା ସହ ଏକ ଲେଟର ମଧ୍ୟ ପଠା ଯାଇଥିଲା। ଯେଉଁଥିରେ ଲେଖାଥିଲା, ଯଦି ଏହି ଅପରାଧରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ସମସ୍ତ ସମ୍ପତ୍ତିର ବିବରଣୀ ଦିଅନ୍ତୁ । ଏମିତି କହି ମହିଳାଙ୍କୁ ସବୁ ତଥ୍ୟ ମାଗିଥିଲେ। ମହିଳା ମଧ୍ୟ ସମସ୍ତ ତଥ୍ୟ ଦେଇଥିଲେ।