ମୁମ୍ବାଇ ଇଣ୍ଡିଆନ୍ସର ରୋମାଞ୍ଚକର ବିଜୟ; ଦିଲ୍ଲୀକୁ ଦିଲ୍ଲୀରେ ୧୨ ରନରେ ହରାଇଲା ଦଳ

ନୂଆଦିଲ୍ଲୀ: ରବିବାର ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ୧୨ ରନରେ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ ।  ଏହାସହିତ ଅରୁଣ ଜେଟଲୀ ଷ୍ଟାଡିୟମରେ  ଦ୍ବିତୀୟ ବିଜୟ ଜାହିର କରିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀକୁ ୨୦୬ ରନର ଟାର୍ଗେଟ୍ ଦେଇଥିଲା । ବିଶାଳ ଲକ୍ଷ୍ୟକୁ ପଛା କରି ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୧୯୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଯାହା ଫଳରେ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚକୁ ୧୨ ରନରେ ଜିତି ନେଇଛି । ଦଳ ପକ୍ଷରୁ କରନ ଶର୍ମା ସର୍ବାଧିକ ୩ଟି ଓ୍ବିକେଟ୍ ନେଇଛନ୍ତି । 