ବାପା ହେଲେ ’12th fail’ ସୁପରଷ୍ଟାର ବିକ୍ରାନ୍ତ ମେସି
ମୁମ୍ବାଇ,୭ା୨: ’12th fail’ ଫିଲ୍ମ ପାଇଁ ଚର୍ଚ୍ଚାରେ ଥିବା ବଲିଉଡ ଷ୍ଟାର ବିକ୍ରାନ୍ତ ମେସି ବାପା ହୋଇଛନ୍ତି। ବୁଧବାର ବିକ୍ରନ୍ତ ଏବଂ ତାଙ୍କ ସ୍ତ୍ରୀ ଶୀତଲ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଥିବା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ ସୁନ୍ଦର ନୋଟ୍ ସହିତ ମିଳିତ ବିବୃତି ଦେଇ ଉଭୟେ ସେମାନଙ୍କର ଖୁସି ବ୍ୟକ୍ତ କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ଉଭୟେ ୨୦୨୪ରେ ସେମାନଙ୍କର ପ୍ରଥମ ସନ୍ତାନ ଆଶା କରୁଥିବା ଘୋଷଣା କରିଥିଲେ। ଦୀର୍ଘ ଦିନର […] The post ବାପା ହେଲେ ’12th fail’ ସୁପରଷ୍ଟାର ବିକ୍ରାନ୍ତ ମେସି appeared first on Dharitri Odia News.
ମୁମ୍ବାଇ,୭ା୨: ’12th fail’ ଫିଲ୍ମ ପାଇଁ ଚର୍ଚ୍ଚାରେ ଥିବା ବଲିଉଡ ଷ୍ଟାର ବିକ୍ରାନ୍ତ ମେସି ବାପା ହୋଇଛନ୍ତି। ବୁଧବାର ବିକ୍ରନ୍ତ ଏବଂ ତାଙ୍କ ସ୍ତ୍ରୀ ଶୀତଲ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଥିବା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ ସୁନ୍ଦର ନୋଟ୍ ସହିତ ମିଳିତ ବିବୃତି ଦେଇ ଉଭୟେ ସେମାନଙ୍କର ଖୁସି ବ୍ୟକ୍ତ କରିଛନ୍ତି।
ଗତବର୍ଷ ସେପ୍ଟେମ୍ବର ମାସରେ ଉଭୟେ ୨୦୨୪ରେ ସେମାନଙ୍କର ପ୍ରଥମ ସନ୍ତାନ ଆଶା କରୁଥିବା ଘୋଷଣା କରିଥିଲେ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଉଭୟେ ୨୦୨୨ ଫେବୃଆରୀ ମାସରେ ବିବାହ କରିଥିଲେ।
The post ବାପା ହେଲେ ’12th fail’ ସୁପରଷ୍ଟାର ବିକ୍ରାନ୍ତ ମେସି appeared first on Dharitri Odia News.