ବାପାଙ୍କୁ ଲୁହା ରଡ୍ ରେ ପିଟିପିଟି ମାରିଦେଲେ ଦୁଇ ପୁଅ, ଘରୋଇ କଳହ କାରଣ

ପୁରୁଷୋତ୍ତମପୁର : ବାପାଙ୍କୁ ଲୁହା ରଡ୍ ରେ ପିଟିପିଟି ମାରିଦେଲେ ଦୁଇ ପୁଅ । ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁଶପୁର ଗାଁରୁ ।  ଘରୋଇ କଳହରୁ ବାପାର ଜୀବନ ନେଲେ ଦୁଇ ପୁଅ ।  ମୃତକଙ୍କ ନାଁ ଗୋପାଳକୃଷ୍ଣ ସାହୁ । ସେ ସୁରତରେ କାମ କରନ୍ତି । କିଛି ଦିନ ତଳେ ଘରକୁ ଆସିଥିଲେ । ଅଭିଯୋଗ ଅନୁସାରେ ଆଜି ପାରିବାରିକ ଘଟଣାକୁ ନେଇ ବାପ-ପୁଅଙ୍କ ଭିତରେ ବଚସା ହୋଇଥିଲା […] The post ବାପାଙ୍କୁ ଲୁହା ରଡ୍ ରେ ପିଟିପିଟି ମାରିଦେଲେ ଦୁଇ ପୁଅ, ଘରୋଇ କଳହ କାରଣ appeared first on KNews Odisha.

ବାପାଙ୍କୁ ଲୁହା ରଡ୍ ରେ ପିଟିପିଟି ମାରିଦେଲେ ଦୁଇ ପୁଅ, ଘରୋଇ କଳହ କାରଣ
accused

ପୁରୁଷୋତ୍ତମପୁର : ବାପାଙ୍କୁ ଲୁହା ରଡ୍ ରେ ପିଟିପିଟି ମାରିଦେଲେ ଦୁଇ ପୁଅ । ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁଶପୁର ଗାଁରୁ ।  ଘରୋଇ କଳହରୁ ବାପାର ଜୀବନ ନେଲେ ଦୁଇ ପୁଅ ।  ମୃତକଙ୍କ ନାଁ ଗୋପାଳକୃଷ୍ଣ ସାହୁ । ସେ ସୁରତରେ କାମ କରନ୍ତି । କିଛି ଦିନ ତଳେ ଘରକୁ ଆସିଥିଲେ । ଅଭିଯୋଗ ଅନୁସାରେ ଆଜି ପାରିବାରିକ ଘଟଣାକୁ ନେଇ ବାପ-ପୁଅଙ୍କ ଭିତରେ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ ରଡରେ ପିଟି ବାପାଙ୍କୁ ମାରି ଦେଇଥିଲେ ଦୁଇ ପୁଅ ପିଣ୍ଟୁ ସାହୁ ଓ ରଞ୍ଜନ ସାହୁ । ପୋଲିସ ଘଟଣାର ତଦନ୍ତ କରୁଛି ।

The post ବାପାଙ୍କୁ ଲୁହା ରଡ୍ ରେ ପିଟିପିଟି ମାରିଦେଲେ ଦୁଇ ପୁଅ, ଘରୋଇ କଳହ କାରଣ appeared first on KNews Odisha.