'ବାପାଙ୍କୁ ଲୋକେ ଭେଟି ପାରୁଥିଲେ, ଏବେ ସିଏମଙ୍କୁ ଭେଟିପାରୁନାହାନ୍ତି'
କଂଗ୍ରେସରୁ ବେଗୁନିଆ ପାଇଁ ପ୍ରାର୍ଥୀ ହୋଇଛନ୍ତି ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ।
୨୦୨୪ ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି କଂଗ୍ରେସ। କଂଗ୍ରେସରୁ ବେଗୁନିଆ ପାଇଁ ପ୍ରାର୍ଥୀ ହୋଇଛନ୍ତି ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ। ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ । ବାପାଙ୍କ ଆସନରୁ ଲଢ଼ୁଥିବା ପୃଥ୍ୱୀ ବାବୁ ଏଥର ବହୁତ ଆଶାବାଦୀ ଅଛନ୍ତି ନିଜର ବିଜୟ ନେଇ। ଆମର ସ୍ୱତନ୍ତ୍ର ସାକ୍ଷାତକାରରେ ପୃଥ୍ୱୀ ବାବୁ ଆମ ସହିତ ଅଧିକ ଆଲୋଚନା କରିଛନ୍ତି। ଆସନ୍ତୁ ଶୁଣିବା ସେ କଣ କହୁଛନ୍ତି ।